Jump to content

କେଟୋପ୍ରୋଫେନ

ଉଇକିପିଡ଼ିଆ‌ରୁ
(Ketoprofenରୁ ଲେଉଟି ଆସିଛି)
କେଟୋପ୍ରୋଫେନ
Clinical data
Trade namesOruvail, others
AHFS/Drugs.commonograph
MedlinePlusa686014
data
Pregnancy
category
  • AU: C
  • US: C (Risk not ruled out)
    Routes of
    administration
    By mouth, topical, intravenous (veterinary use)
    Legal status
    Legal status
    • AU: S3 (Pharmacist only) / S4
    • US: ℞-only
    • Rx-only & OTC
    Pharmacokinetic data
    Protein binding99%
    Elimination half-life2–2.5 hours
    Identifiers
    • (RS)-2-(3-benzoylphenyl)propanoic acid
    ECHA InfoCard100.040.676 Edit this at Wikidata
    Chemical and physical data
    FormulaC16H14O3
    Molar mass୨୫୪.୨୯ g·mol−1
    3D model (JSmol)
    • CC(c1cccc(c1)C(=O)c2ccccc2)C(=O)O
    • InChI=1S/C16H14O3/c1-11(16(18)19)13-8-5-9-14(10-13)15(17)12-6-3-2-4-7-12/h2-11H,1H3,(H,18,19) checkY
    • Key:DKYWVDODHFEZIM-UHFFFAOYSA-N checkY
      (verify)

    କେଟୋପ୍ରୋଫେନ ହେଉଛି ଏକ ନନ୍ ଷ୍ଟେରଏଡାଲ୍ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAID) ଯାହା ଯନ୍ତ୍ରଣା ଏବଂ ପ୍ରଦାହର ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଇପାରେ କିମ୍ବା ଚର୍ମରେ ପ୍ରୟୋଗ କରାଯାଇପାରେ ।[]

    ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା: ପାଟିରେ ଗ୍ରହଣ କଲାବେଳେ ପେଟରେ ଯନ୍ତ୍ରଣା ଏବଂ ଅଇ ଲାଗେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଖାଦ୍ୟନଳୀରୁ ରକ୍ତସ୍ରାବ, ହୃଦ୍‌ଘାତ, ଉଚ୍ଚ ରକ୍ତଚାପ, ହୃଦ୍‌ପାତ, ବୃକ୍‌କ ସମସ୍ୟା ଏବଂ ଆନାଫାଇଲାକ୍ସିସ୍ ହୋଇପାରେ ।[] ଗର୍ଭଧାରଣର ପରବର୍ତ୍ତୀ ଭାଗରେ ଏହା ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ପ୍ରୋପିଓନିକ୍ ଏସିଡ୍ ଶ୍ରେଣୀର ଏକ ଔଷଧ ଏବଂ କ‌କ୍ସ୧ ଏବଂ କ‌କ୍ସ୨ (COX1 ଏବଂ COX2 )କୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[]

    କେଟୋପ୍ରୋଫେନ ୧୯୬୭ ମସିହାରେ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୮୦ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] ଏହା ଏକ ଜେନେରିକ୍ ଔଷଧ ଏବଂ କାଉଣ୍ଟରରେ ଉପଲବ୍ଧ ।[] [] ଯୁକ୍ତରାଜ୍ୟରେ ୨୦୦ ମିଗ୍ରାର ୨୮ଟି ବଟିକାର ମୂଲ୍ୟ ୨୦୨୧ ମସିହା ସୁଦ୍ଧା £୨୪ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୮ଡଲାର ଅଟେ। ।[]

    1. 1 2 3 4 5 "Ketoprofen Monograph for Professionals". Drugs.com (in ଇଂରାଜୀ). Archived from the original on 8 September 2021. Retrieved 1 December 2021.
    2. 1 2 3 4 BNF 81: March-September 2021. BMJ Group and the Pharmaceutical Press. 2021. p. 1191. ISBN 978-0857114105.
    3. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 520. ISBN 9783527607495. Archived from the original on 2020-08-06. Retrieved 2020-10-17.
    4. "Ketoprofen Prices, Coupons & Savings Tips - GoodRx". GoodRx. Retrieved 1 December 2021.