କାବାଲି
ଦେଖଣା
(Kavaliରୁ ଲେଉଟି ଆସିଛି)
Kavali, Andhra Pradesh
కావలి | |
|---|---|
| ଦେଶ | India |
| ରାଜ୍ୟ | Andhra Pradesh |
| ଜିଲ୍ଲା | Nellore |
| Government | |
| • Type | Municipality |
| • Body | Kavali Municipality |
| Area | |
| • ସମୁଦାୟ | 22.95 km2 (8.86 sq mi) |
| Elevation | 20 m (70 ft) |
| Population (2014)[୩] | |
| • Total | ୮୨,୩୩୬ |
| • Density | 3,600/km2 (9,300/sq mi) |
| ଭାଷା | |
| • ସରକାରୀ | Telugu |
| Time zone | UTC+5:30 (IST) |
| PIN | 524201,02,03 |
| ଯାନବାହାନ ପଞ୍ଚୀକରଣ | AP-26 |
କାବାଲି ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ନେଲ୍ଲୋରେ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]କାବାଲି ୧୪.୯୧୫୮ ଉତ୍ତର ଅକ୍ଷାଂଶ ଓ ୭୯.୯୯୧୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୬୨ ଫୁଟ ଉଚ୍ଚତାରେ ରହିଛି ।[୪]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କାବାଲି ସହରର ମୋଟ ଜନସଂଖ୍ୟା ୭୮୩୫୧ ଅଟେ ।[୫] ସେଥି ମଧ୍ୟରୁ ୫୧.୮୨% ଜଣ ପରୁଷ ହୋଇଥିବା ବେଳେ ୪୮.୧୮% ଜଣ ନାରୀ ଅଟନ୍ତି । କାବାଲିର ସାକ୍ଷରତା ହାର ୭୧.୮୨% ଅଟେ । ଏହା ଜାତୀୟ ହାରଠାରୁ ୬.୯୮% ପ୍ରତିଶତ କମ ଅଟେ । ସେଥିରୁ ୪୦.୩୮% ପ୍ରତିଶତ ପୁରୁଷ ଓ ୩୧.୪୪% ନାରୀ ଅଟନ୍ତି । ୧୦.୦୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୫]
ଭାଷା
[ସମ୍ପାଦନା]ତେଲୁଗୁ କାବାଲିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Kavali Municipality" (PDF). Sri Potti Sri Ramulu Nellore District. Archived from the original (PDF) on 26 August 2014. Retrieved 22 August 2014.
- ↑ "Elevation for Rajam". Veloroutes. Retrieved 21 August 2014.[permanent dead link]
- ↑ "Census 2011". The Registrar General & Census Commissioner, India. Retrieved 20 August 2014.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୫.୦ ୫.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.