Jump to content

କାଥିର ଆନନ୍ଦ

ଉଇକିପିଡ଼ିଆ‌ରୁ
(Kathir Anandରୁ ଲେଉଟି ଆସିଛି)
କାଥିର ଆନନ୍ଦ
ସାଂସଦ: ୧୭ଶ, ୧୮ଶ ଲୋକ ସଭା
Assumed office
୯ ଅଗଷ୍ଟ ୨୦୧୯
ପୂର୍ବ ଅଧିକାରୀବି. ସେଙ୍ଗୁଟ୍ଟୁବାନ
ନିର୍ବାଚନ ମଣ୍ଡଳୀଭେଲ୍ଲୋର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1975-01-19) ୧୯ ଜାନୁଆରୀ ୧୯୭୫ (ବୟସ ୫୧)
ଭେଲ୍ଲୋର, ତାମିଲ ନାଡ଼ୁ
ରାଜନୀତିକ ଦଳଦ୍ରାବିଡ଼ ମୁନ୍ନେତ୍ରା କାଜଗମ
ଜୀବନ ସାଥୀସଙ୍ଗୀତା କାଥିରାଆନନ୍ଦ
ସନ୍ତାନସେନ୍ତାମରାଇ, ଇଲାକ୍କିୟା, ଇଲ୍ଲାବରସାନ
ବାପା/ବୋଉଦୁରାଇ ମୁରୁଗନ, ଶାନ୍ତକୁମାରୀ ଦୁରାଇମୁରୁଗନ

ଦୁରାଇ ମୁରୁଗନ କାଥିର ଆନନ୍ଦ (ଜନ୍ମ: ୧୯ ଜାନୁଆରୀ ୧୯୭୫) ଜଣେ ଭାରତୀୟ ରାଜନେତା । ସେ ଡିଏମ୍‌କେର ସାଧାରଣ ସମ୍ପାଦକ ଏବଂ ମନ୍ତ୍ରୀ ଦୁରାଇ ମୁରୁଗନଙ୍କ ପୁଅ ଅଟନ୍ତି ।[]

ରାଜନୈତିକ ଜୀବନ

[ସମ୍ପାଦନା]

କାଥିର ଆନନ୍ଦ ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ଭେଲ୍ଲୋର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[][][]

  1. "Sons & daughters rise on Tamil Nadu's political horizon". Julie Mariappan. The Times of India. 25 May 2019. Retrieved 19 March 2020.
  2. "Vellore result 2019 LIVE Updates: DMK chief MK Stalin calls victory exceptional, unparalleled, thanks voters". India Today (in ଇଂରାଜୀ). Ist. Retrieved 2019-08-09.
  3. Vaitheesvaran, Bharani (2019-08-09). "DMK's Kathir Anand wins Vellore Lok Sabha seat in close race". The Economic Times. Retrieved 2019-08-14.
  4. Madhavan, T. (2019-04-05). "Kathir Anand's rivals seek his disqualification". The Hindu (in Indian English). Retrieved 2019-08-14.

ବାହାର ଲିଙ୍କ୍

[ସମ୍ପାଦନା]