Jump to content

କାଶ୍ମୀରୀ ଉଇକିପିଡ଼ିଆ

ଉଇକିପିଡ଼ିଆ‌ରୁ
(Kashmiri Wikipediaରୁ ଲେଉଟି ଆସିଛି)
Favicon of Wikipedia କାଶ୍ମୀରୀ ଉଇକିପିଡ଼ିଆ
Wikipedia-logo-v2-ks-1.svg
Screenshot
ୟୁ.ଆର.ଏଲks.wikipedia.org
ବ୍ୟବସାୟିକନାହିଁ
ସାଇଟର ପ୍ରକାରInternet encyclopedia project
ରେଜେଷ୍ଟ୍ରିକରଣବାଧ୍ୟତାମୂଳକ ନୁହେଁ
ମିଳୁଥିବା ଭାଷାକାଶ୍ମୀରୀ ଭାଷା
କଣ୍ଟେଣ୍ଟ ଲାଇସେନ୍ସCreative Commons Attribution/
Share-Alike
4.0
(most text also dual-licensed under GFDL)
Media licensing varies

କାଶ୍ମୀରୀ ଉଇକିପିଡ଼ିଆ ଉଇକିପିଡ଼ିଆର କାଶ୍ମୀରୀ ଭାଷାର ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୪ ମସିହାରେ ଆରମ୍ଭ ହୋଇଥିଲା । ୨୯ ନଭେମ୍ବର ୨୦୨୧ ସୁଦ୍ଧା, ଏଥିରେ ୧,୦୦୦ଟି ପ୍ରସଙ୍ଗ ଗଢ଼ାଯାଇଥିଲା ।[][][][]

ଇତିହାସ

[ସମ୍ପାଦନା]

କାଶ୍ମୀରୀ ଉଇକିପିଡ଼ିଆ ୨୦୦୪ ମସିହାରେ ଆରମ୍ଭ ହୋଇଥିଲା ଏବଂ ୨୫ ମାର୍ଚ୍ଚ ୨୦୦୪ରେ ଏଥିରେ ପ୍ରଥମ ସମ୍ପାଦନା ହୋଇଥିଲା ।[]

ବ୍ୟବହାରକାରୀ ଓ ସମ୍ପାଦକ ସଂଖ୍ୟା

[ସମ୍ପାଦନା]
କାଶ୍ମୀରୀ ଉଇକିପିଡ଼ିଆ ପରିସଂଖ୍ୟାନ
ବ୍ୟବହାରକାରୀ ଆକାଉଣ୍ଟପ୍ରସଙ୍ଗ ସଂଖ୍ୟାଫାଇଲ୍ ସଂଖ୍ୟାପରିଚାଳକ ସଂଖ୍ୟା
୩୭୦୧୨୨୮
  1. "Wikimedia Statistics". Wikimedia.
  2. "India's 23rd Regional Language Wikipedia Goes Live in Tulu". NDTV Gadgets 360 (in ଇଂରାଜୀ). 8 August 2016. Archived from the original on 2023-12-12. Retrieved 2022-03-19.
  3. 1 2 "Kashmir language Makes it to Wikipedia". Brighter Kashmir. Retrieved 2022-03-19.
  4. Iflaq, Peerzada (2022-03-04). "Volunteers keeping Koshur alive!". Kashmir Reader. Retrieved 2022-03-19.

ବାହାର ଲିଙ୍କ୍

[ସମ୍ପାଦନା]