Jump to content

କପିଲ ସିଂହ ଲାବଣୀ

ଉଇକିପିଡ଼ିଆ‌ରୁ
(Kapil Singh Lalwaniରୁ ଲେଉଟି ଆସିଛି)
କପିଲ ସିଂହ ଲାବଣୀ
ଜନ୍ମ (1990-11-01) ୧ ନଭେମ୍ବର ୧୯୯୦ (ବୟସ ୩୫)
ବୃତ୍ତିଅଭିନେତା[]
ସକ୍ରିୟ ବର୍ଷ୨୦୧୨–ଏବେଯାଏଁ

କପିଲ ସିଂହ ଲାବଣୀ (ଜନ୍ମ: ୧ ନଭେମ୍ବର ୧୯୯୦)[] ଜଣେ ଭାରତୀୟ ଅଭିନେତା । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ ଅଭିନୟ କରିବା ପାଇଁ ଜଣାଶୁଣା । କୁଣ୍ଡଳୀ ଭାଗ୍ୟ, ବଡ଼େ ଅଚ୍ଛେ ଲଗତେ ହୈଁ ଭଳି ଧାରାବାହିକରେ ଅଭିନୟ କରିବା ପାଇଁ ସେ ଜଣାଶୁଣା ।[] ୨୦୧୭ ମସିହାର ଧାରାବାହିକ ଚନ୍ଦ୍ରକାନ୍ତାରେ, ସେ ହିରଣାସୁର ଭୂମିକାରେ ଅଭିନୟ କରିଥିଲେ । ସେ ରଜନୀକାନ୍ତଙ୍କ ସହିତ ଦରବାର କଥାଚିତ୍ରରେ ଅଭିନୟ କରିଥିଲେ ।[]

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ଚେନାଲ
୨୦୧୨ସାବଧାନ ଇଣ୍ଡିଆଇନ୍ସପେକ୍ଟର ରାହୁଲ ଦେଶମୁଖଲାଇଫ ଓକେ
୨୦୧୩–୨୦୧୪ବଡ଼େ ଅଚ୍ଛେ ଲଗତେ ହୈଁପ୍ରଣବ ଶୁକ୍ଳାସୋନି ଟିଭି
୨୦୧୫ଯୋଦ୍ଧା ଆକବରରାଜା ରଘୁବୀରଜୀ ଟିଭି
ଜୟ ଜୟ ଜୟ ବଜରଙ୍ଗ ବାଲିରୁଦ୍ରକେତୁସାହାରା ୱାନ
୨୦୧୭ପେଶୱା ବାଜିରାଓଅବଦୁଲ୍ଲାସୋନି ଟିଭି
ଦେବାଂଶୀରାକାକଲର୍ସ ଟିଭି
୨୦୧୮ବହୂ ହମାରୀ ରଜନୀ କାନ୍ତରାଣାଲାଇଫ ଓକେ
ଚନ୍ଦ୍ରକାନ୍ତାହିରଣସୁରକଲର୍ସ ଟିଭି
୨୦୨୧ବିଘ୍ନହର୍ତ୍ତା ଗଣେଶୟୋଣ୍ଡାସୋନି ଟିଭି
କୁମକୁମ ଭାଗ୍ୟଶେଟ୍ଟିଜୀ ଟିଭି
୨୦୨୨କୁଣ୍ଡଳୀ ଭାଗ୍ୟ[]ରାଜା ଭାଇ ଡନ୍

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୧୪ ଅଞ୍ଜାନ ତାମିଲ ଭାଷା କଥାଚିତ୍ର
୨୦୧୬ ସରବଜିତ []
୨୦୧୮ ତେରି ଭାବି ହୈ ପଗଲେ ଡନ୍
୨୦୨୦ ଦରବାର[]
  1. Nai Dunia (2 November 2019). "Ator Kapil Singh Lalwani on sharing screen with Rajinikanth in film Darbar". www.naidunia.com.
  2. Patrika (4 November 2019). "Kapil Singh Lalwani talks about playing role in Darbar movie starring Rajinikanth". www.patrika.com.
  3. Times Of India (5 June 2018). "Karan supports preeta against sherlyn saving from raja bhai don kapil singh lalwani". www.timesofindia.indiatimes.com.
  4. Deccan Chronicle (15 May 2019). "Actor Kapil Singh Lalwani to play an important role in Rajinikanth film Darbar". Deccan Chronicle.
  5. Times Of India (5 June 2018). "Karan supports preeta against sherlyn saving from raja bhai don kapil singh lalwani". www.timesofindia.indiatimes.com.
  6. The Asian Age (11 January 2020). "Meet Kapil Singh Lalwani who plays troublemaker in Randeep Hooda's Sarabjit". www.asianage.com.
  7. Nai Dunia (2 November 2019). "Ator Kapil Singh Lalwani on sharing screen with Rajinikanth in film Darbar". www.naidunia.com.

ବାହାର ଲିଙ୍କ୍

[ସମ୍ପାଦନା]