Jump to content

କନ୍ନଡ଼ ଉଇକିପିଡ଼ିଆ

ଉଇକିପିଡ଼ିଆ‌ରୁ
(Kannada Wikipediaରୁ ଲେଉଟି ଆସିଛି)
Favicon of Wikipedia କନ୍ନଡ଼ ଉଇକିପିଡ଼ିଆ
Logo of Kannada Wikipedia
Screenshot
ୟୁ.ଆର.ଏଲkn.wikipedia.org
ବ୍ୟବସାୟିକନାହିଁ
ସାଇଟର ପ୍ରକାରଇଣ୍ଟରନେଟ ଏନ୍‌ସାଇକ୍ଲୋପିଡ଼ିଆ ପ୍ରକଳ୍ପ
ରେଜେଷ୍ଟ୍ରିକରଣବାଧ୍ୟତମୂଳକ ନୁହେଁ
ମିଳୁଥିବା ଭାଷାକନ୍ନଡ଼
କଣ୍ଟେଣ୍ଟ ଲାଇସେନ୍ସCreative Commons Attribution/
Share-Alike
4.0
(most text also dual-licensed under GFDL)
Media licensing varies
ମାଲିକଉଇକିମିଡ଼ିଆ ଫାଉଣ୍ଡେସନ

କନ୍ନଡ଼ ଉଇକିପିଡ଼ିଆ ଉଇକିପିଡ଼ିଆର କନ୍ନଡ଼ ଭାଷାର ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୩ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା ।[][][] ୨ ଅପ୍ରେଲ ୨୦୦୬ରେ, କନ୍ନଡ଼ ଉଇକିପିଡ଼ିଆ କମ୍ୟୁନିଟିର ପ୍ରଥମ ମେଳଣ ବାଙ୍ଗାଲୋରରେ ଅନୁଷ୍ଠିତ ହୋଇଥିଲା ।[]

  1. Kiran Joseph J K V (October 7, 2014). "Kannada Wiki finds going tough". Retrieved 11 October 2014.
  2. Kamila, Raviprasad (29 March 2024). "Tulu Wikipedia more than doubles in size in seven years". The Hindu (in Indian English). Retrieved 29 March 2024.
  3. Phadnis, Renuka (26 February 2014). "Workshops to teach Wikipedia editing". The Hindu.
  4. "Wikipedia Event Press Coverage" (PDF). Archived from the original (PDF) on 2018-09-22. Retrieved 2007-11-25.

ବାହାର ଲିଙ୍କ୍

[ସମ୍ପାଦନା]