କାନ୍ଦୁକୁର୍

ଉଇକିପିଡ଼ିଆ ରୁ
(Kandukur ରୁ ଲେଉଟି ଆସିଛି)
Jump to navigation Jump to search
Kandukur
Kandukur is located in Andhra Pradesh
Kandukur
Kandukur
ଅବସ୍ଥିତି - ଆନ୍ଧ୍ର ପ୍ରଦେଶ, ଭାରତ
ଅବସ୍ଥିତି: 15°12′55″N 79°54′14″E / 15.2154°N 79.9039°E / 15.2154; 79.9039Coordinates: 15°12′55″N 79°54′14″E / 15.2154°N 79.9039°E / 15.2154; 79.9039
ଦେଶ India
ରାଜ୍ୟଆନ୍ଧ୍ର ପ୍ରଦେଶ
ଜିଲ୍ଲାପ୍ରକସମ୍
ଉଚ୍ଚତା85[୧] m (Bad rounding hereFormatting error: invalid input when rounding ft)
ଜନସଂଖ୍ୟା (2001)[୧]
 • ମୋଟ୫୦,୦୮୪
ଭାଷା
 • ସରକାରୀତେଲୁଗୁ
IST (UTC+5:30)

କାନ୍ଦୁକୁର୍ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ପ୍ରକସମ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

କାନ୍ଦୁକୁର୍ ୧୫.୨୧୫୪ ଉତ୍ତର ଅକ୍ଷାଂଶ ଓ ୭୯.୯୦୩୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୫ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କାନ୍ଦୁକୁର୍ ସହରର ମୋଟ ଜନସଂଖ୍ୟା ୫୦୦୮୪ ଅଟେ ।[୨] ସେଥି ମଧ୍ୟରୁ ୫୦.୮୨% ଜଣ ପରୁଷ ହୋଇଥିବା ବେଳେ ୪୯.୧୮% ଜଣ ନାରୀ ଅଟନ୍ତି । କାନ୍ଦୁକୁର୍ର ସାକ୍ଷରତା ହାର ୬୩.୧୯% ଅଟେ । ଏହା ଜାତୀୟ ହାର ଠାରୁ ୧.୬୫% ପ୍ରତିଶତ କମ ଅଟେ । ସେଥିରୁ ୩୬.୩୪% ପ୍ରତିଶତ ପୁରୁଷ ଓ ୨୬.୮୫% ନାରୀ ଅଟନ୍ତି । ୧୦.୮୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ତେଲୁଗୁ କାନ୍ଦୁକୁର୍ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]