କାନନ ମିଶ୍ର
Appearance
(Kanan Mishraରୁ ଲେଉଟି ଆସିଛି)
କାନନ ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | କଟକ, ଓଡ଼ିଶା | ୨ ଜାନୁଆରୀ ୧୯୪୪
ମୃତ୍ୟୁ | ୭ ମାର୍ଚ୍ଚ ୨୦୧୫ କଟକ | (ବୟସ ୭୧)
ବୃତ୍ତି | ଲେଖିକା, ଅନୁବାଦିକା ଓ ଶିକ୍ଷାବିତ |
ଭାଷା | ଓଡ଼ିଆ |
ଶୈଳୀ | କବି |
ସାହିତ୍ୟ କୃତି | "ସୂର୍ଯ୍ୟମୁଖୀର ସ୍ୱପ୍ନ" (ଅନୁବାଦ) |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନସାଥୀ | ବିନୟ ମିଶ୍ର |
ସମ୍ପର୍କୀୟ | କୁଞ୍ଜବିହାରୀ ତ୍ରିପାଠୀ (ବାପା), ସୁରେଖା ତ୍ରିପାଠୀ (ମାଆ) |
କାନନ ମିଶ୍ର (୨ ଜାନୁଆରୀ ୧୯୪୪ - ୭ ମାର୍ଚ୍ଚ ୨୦୧୫ ) ଜଣେ ଓଡ଼ିଆ ଲେଖିକା, ଅନୁବାଦିକା ଓ ଶିକ୍ଷାବିତ । ତାଙ୍କ ଅନୁବାଦ ବହି "ସୂର୍ଯ୍ୟମୁଖୀର ସ୍ୱପ୍ନ" ନିମନ୍ତେ ସେ ୨୦୦୪ ମସିହାରେ [୧] [୨] ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ [୩] [୪] ସମ୍ମାନିତ କରାଯାଇଥିଲା । ତାଙ୍କ ରଚିତ ୫ଟି ଗଳ୍ପ ସଂକଳନ, ୨ଟି ଫିଚର ସଂକଳନ, ଗୋଟିଏ ଇଂରାଜୀ ଫିଚର ସଂକଳନ, ଗୋଟିଏ ପ୍ରବନ୍ଧ, ୪ଟି କବିତା ସଂକଳନ ଓ ୭ଟି ଶିଶୁସାହିତ୍ୟ ପୁସ୍ତକ ପ୍ରକାଶିତ ହୋଇଥିଲା । [୫]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]କାନନ ମିଶ୍ର ୨ ଜାନୁଆରୀ ୧୯୪୪ ମସିହାରେ କଟକ ଜିଲ୍ଲାରେ ପିତା କୁଞ୍ଜବିହାରୀ ତ୍ରିପାଠୀ ଓ ମାତା ସୁରେଖା ତ୍ରିପାଠୀଙ୍କ କନ୍ୟା ରୂପେ ଜନ୍ମଗ୍ରହଣ କରିଥିଲେ । ସେ ବିନୟ ମିଶ୍ରଙ୍କୁ ବିବାହ କରିଥିଲେ ।
୭ ମାର୍ଚ୍ଚ ୨୦୧୫ ମସିହାରେ, ୭୧ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିଲା । [୫]
ଆଧାର
[ସମ୍ପାଦନା]- ↑ "ସୁଦର୍ଶନ ଆଚାର୍ଯ୍ୟଙ୍କୁ ୨୦୦୬ର ୨୦୦୪ ଅତିବଡ଼ି ଜଗନ୍ନାଥ ସମ୍ମାନ". ୨୯ ଅଗଷ୍ଟ ୨୦୦୭. Odisha.com. Retrieved 16 March 2015.
- ↑ "Atibadi Jagannath Das award presented to Sudarshan Acharya". Orissadiary.com. Archived from the original on 2 April 2015. Retrieved 16 March 2015.
- ↑ "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଘୋଷଣା". Odisha.com. Retrieved 16 March 2015.
- ↑ "Odisha Sahitya Academy awarded books and writers" (PDF). Department of Culture, Government of Odisha. Retrieved 16 March 2015.
- ↑ ୫.୦ ୫.୧ "ସାହିତ୍ୟିକା କାନନ ମିଶ୍ରଙ୍କ ପରଲୋକ". ସମାଜ. ୯ ମାର୍ଚ୍ଚ ୨୦୧୫.
{{cite news}}
:|access-date=
requires|url=
(help); Check date values in:|date=
(help)