କନକଲତା ମହାନ୍ତି

ଉଇକିପିଡ଼ିଆ‌ରୁ
(Kanak Lata Mohantyରୁ ଲେଉଟି ଆସିଛି)
କନକଲତା ମହାନ୍ତି
ମୃତ୍ୟୁ୨୬ ଫେବୃଆରୀ ୨୦୧୮(୨୦୧୮-୦୨-୨୬)
ପ୍ରସିଦ୍ଧିବିଶର ମହାନ୍ତି
ବୈବାହିକ-ସାଥୀପ୍ରସନ୍ନ କୁମାର ମହାନ୍ତି

କନକଲତା ମହାନ୍ତି ଜଣେ ଜଣେ ଓଡ଼ିଆ ସାହିତ୍ୟିକା ଥିଲେ ।[୧] ତାଙ୍କର ୧୦ଟିରୁ ଅଧିକ ଉପନ୍ୟାସ ଓ ଶତାଧିକ ଗଳ୍ପ ପ୍ରକାଶ ପାଇସାରିଛି । ୧୯୬୦ମସିହାରୁ ସେ ଲେଖାଲେଖି ଆରମ୍ଭ କରି, ଶେଷ ସମୟ ୨୦୧୮ ପର୍ଯ୍ୟନ୍ତ ସେଥିରେ ସକ୍ରିୟ ଥିଲେ । ସେ ଆକାଶବାଣୀ କଟକର ଜଣେ ଗୀତିକାର ମଧ୍ୟ ଥିଲେ । ତାଙ୍କ ରଚିତ ବହୁ ଭଜନ ଓ ଜଣାଣ ଆକାଶବାଣୀ ତରଫରୁ ପ୍ରସାରିତ ହୋଇଛି ।

ରଚନବଳୀ[ସମ୍ପାଦନା]

ଉପନ୍ୟାସ[ସମ୍ପାଦନା]

  • ବିଶର ମହାନ୍ତି[୨]
  • ଏତେ ଅନ୍ଧାର - କେତେ ଜ୍ୱାଳା[୩]
  • ଅନୁରାଧା[୪]

କନକଲତା ନିଜ ସାହିତ୍ୟ ସର୍ଜନା ପାଇଁ ବହୁବାର ପୁରସ୍କୃତ ହୋଇଥିଲେ । ୨୦୧୮ ଫେବୃଆରୀ ୨୭ତାରିଖରେ ୮୨ବର୍ଷ ବୟସରେ ଭୁବନେଶ୍ୱରଠାରେ ତାଙ୍କର ପରଲୋକ ଘଟିଥିଲା ।[୫]

ଆଧାର[ସମ୍ପାଦନା]

  1. Sābitrī Debī; Savitri Rout (1972). Women Pioneers in Oriya Literature. Motilal Banarsidass.
  2. https://www.telegraphindia.com/1150716/jsp/odisha/story_31778.jsp
  3. Savitri Rout (1971). Women Pioneers in Oriya Literature: A Monograph. Manorama Rout.
  4. "ବିଶିଷ୍ଟା ଲେଖିକା କନକଲତା ମହନ୍ତିଙ୍କର ପରଲୋକ". ସମ୍ବାଦ ୨୭/୦୨/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୩. Retrieved 27 February 2018.[permanent dead link]
  5. https://timesofindia.indiatimes.com/city/bhubaneswar/noted-odia-author-kanakalata-mohanty-dies-at-a-private-hospital/articleshow/63092439.cms