କନକଲତା ମହାନ୍ତି
ଦେଖଣା
(Kanak Lata Mohantyରୁ ଲେଉଟି ଆସିଛି)
କନକଲତା ମହାନ୍ତି | |
---|---|
ମୃତ୍ୟୁ | ୨୬ ଫେବୃଆରୀ ୨୦୧୮ |
ପ୍ରସିଦ୍ଧି | ବିଶର ମହାନ୍ତି |
ବୈବାହିକ-ସାଥୀ | ପ୍ରସନ୍ନ କୁମାର ମହାନ୍ତି |
କନକଲତା ମହାନ୍ତି ଜଣେ ଜଣେ ଓଡ଼ିଆ ସାହିତ୍ୟିକା ଥିଲେ ।[୧] ତାଙ୍କର ୧୦ଟିରୁ ଅଧିକ ଉପନ୍ୟାସ ଓ ଶତାଧିକ ଗଳ୍ପ ପ୍ରକାଶ ପାଇସାରିଛି । ୧୯୬୦ମସିହାରୁ ସେ ଲେଖାଲେଖି ଆରମ୍ଭ କରି, ଶେଷ ସମୟ ୨୦୧୮ ପର୍ଯ୍ୟନ୍ତ ସେଥିରେ ସକ୍ରିୟ ଥିଲେ । ସେ ଆକାଶବାଣୀ କଟକର ଜଣେ ଗୀତିକାର ମଧ୍ୟ ଥିଲେ । ତାଙ୍କ ରଚିତ ବହୁ ଭଜନ ଓ ଜଣାଣ ଆକାଶବାଣୀ ତରଫରୁ ପ୍ରସାରିତ ହୋଇଛି ।
ରଚନବଳୀ
[ସମ୍ପାଦନା]ଉପନ୍ୟାସ
[ସମ୍ପାଦନା]କନକଲତା ନିଜ ସାହିତ୍ୟ ସର୍ଜନା ପାଇଁ ବହୁବାର ପୁରସ୍କୃତ ହୋଇଥିଲେ । ୨୦୧୮ ଫେବୃଆରୀ ୨୭ତାରିଖରେ ୮୨ବର୍ଷ ବୟସରେ ଭୁବନେଶ୍ୱରଠାରେ ତାଙ୍କର ପରଲୋକ ଘଟିଥିଲା ।[୫]
ଆଧାର
[ସମ୍ପାଦନା]- ↑ Sābitrī Debī; Savitri Rout (1972). Women Pioneers in Oriya Literature. Motilal Banarsidass.
- ↑ https://www.telegraphindia.com/1150716/jsp/odisha/story_31778.jsp
- ↑ Savitri Rout (1971). Women Pioneers in Oriya Literature: A Monograph. Manorama Rout.
- ↑ "ବିଶିଷ୍ଟା ଲେଖିକା କନକଲତା ମହନ୍ତିଙ୍କର ପରଲୋକ". ସମ୍ବାଦ ୨୭/୦୨/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୩. Retrieved 27 February 2018.[permanent dead link]
- ↑ https://timesofindia.indiatimes.com/city/bhubaneswar/noted-odia-author-kanakalata-mohanty-dies-at-a-private-hospital/articleshow/63092439.cms