Jump to content

କଳାନିଧି ବୀରସ୍ୱାମୀ

ଉଇକିପିଡ଼ିଆ‌ରୁ
(Kalanidhi Veeraswamyରୁ ଲେଉଟି ଆସିଛି)
କଳାନିଧି ବୀରସ୍ୱାମୀ
ସାଂସଦ: ୧୮ଶ ଲୋକ ସଭା
Assumed office
୨୩ ମଇ ୨୦୧୯
ପୂର୍ବ ଅଧିକାରୀଟି. ଜି. ଭେଙ୍କଟେଶ ବାବୁ
ନିର୍ବାଚନ ମଣ୍ଡଳୀଚେନ୍ନାଇ (ଉତ୍ତର)
ବ୍ୟକ୍ତିଗତ ସବିଶେଷ
ଜନ୍ମ (1969-04-25) ୨୫ ଅପ୍ରେଲ ୧୯୬୯ (ବୟସ ୫୭)
ଚେନ୍ନାଇ, ତାମିଲନାଡ଼ୁ
ଜାତୀୟତାଭାରତୀୟ
ରାଜନୀତିକ ଦଳଦ୍ରାବିଡ଼ ମୁନ୍ନେତ୍ର କାଗଜମ୍
ଜୀବନ ସାଥୀଜୟନ୍ତି କଳାନିଧି
ବୃତ୍ତିରାଜନେତା

କଳାନିଧି ବୀରସ୍ୱାମୀ ଜଣେ ଭାରତୀୟ ରାଜନେତା । ସେ ଦ୍ରାବିଡ଼ ମୁନ୍ନେତ୍ର କାଗଜମ୍‌ର ପ୍ରାର୍ଥୀ ଭାବରେ ଚେନ୍ନାଇ (ଉତ୍ତର) ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ସଂସଦର ତଳ ସଦନ ଲୋକ ସଭା୧୭ଶ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[] ସେ ଅଭିନେତା ତଥା ରାଜନେତା ଏନ୍ ବୀରସ୍ୱାମୀଙ୍କ ପୁଅ ଅଟନ୍ତି । ପେଷାରେ ସେ ଜଣେ ଡାକ୍ତର ଅଟନ୍ତି ।[][]

  1. "Chennai North Election Results 2019 Live Updates: Dr. Kalanidhi Veeraswamy of DMK Wins". News 18. 23 May 2019. Retrieved 24 May 2019.
  2. "Dr. Kalanidhi Veeraswamy Chennai North (Tamil Nadu)". My Neta. Retrieved 26 May 2019.
  3. "Sons & daughters rise on Tamil Nadu's political horizon". Julie Mariappan. The Times of India. 25 May 2019. Retrieved 19 March 2020.

ବାହାର ଲିଙ୍କ୍

[ସମ୍ପାଦନା]