କାହ୍ନୁ ଚରଣ ଲେଙ୍କା

ଉଇକିପିଡ଼ିଆ‌ରୁ
(Kahnu Charan Lenkaରୁ ଲେଉଟି ଆସିଛି)
କାହ୍ନୁ ଚରଣ ଲେଙ୍କା
ଲୋକ ସଭା, ରାଜ୍ୟ ସଭା
କାର୍ଯ୍ୟକାଳ
୧୯୮୮-୯୪
ନିର୍ବାଚନ ମଣ୍ଡଳୀଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1939-03-02) ୨ ମାର୍ଚ୍ଚ ୧୯୩୯ (ବୟସ ୮୫)
ରାଜନୀତିକ ଦଳକଂଗ୍ରେସ

କାହ୍ନୁ ଚରଣ ଲେଙ୍କା (ଜନ୍ମ: (1939-03-02)ମାର୍ଚ୍ଚ ୨, ୧୯୩୯


) ଜଣେ ଭାରତୀୟ ରାଜନେତା । ସେ କୁନୁ ଚରଣ ଲେଙ୍କା ଭାବରେ ମଧ୍ୟ ପରିଚିତ । ସେ ଓଡ଼ିଶାରୁ ଜଣେ ସାଂସଦ ଭାବରେ ଭାରତର ସଂସଦର ଉପର ସଦନ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ । ସେ ପି. ଭି. ନରସିଂହ ରାଓଙ୍କ ସରକାରରେ ରେଳ ମନ୍ତ୍ରୀ ଏବଂ କୃଷି ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଏହା ପୂର୍ବରୁ ସେ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧][୨][୩]

ଆଧାର[ସମ୍ପାଦନା]

  1. "RAJYA SABHA MEMBERS BIOGRAPHICAL SKETCHES 1952 - 2003" (PDF). Rajya Sabha. Retrieved 25 May 2016.
  2. "Stage-show of Congress Strife". New Indian Express. 3 February 2016. Archived from the original on 13 May 2016. Retrieved 25 May 2016.
  3. "Rail Budget 2016: Odisha expects more from Prabhu". Odisha Sun Times. 24 February 2016. Retrieved 25 May 2016.