କାଦିରି

ଉଇକିପିଡ଼ିଆ‌ରୁ
(Kadiriରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Kadiri
కదిరి
khadri
ଦେଶIndia
ରାଜ୍ୟAndhra Pradesh
ଜିଲ୍ଲାAnantapur
Area
 • ସମୁଦାୟ25.88 km2 (9.99 sq mi)
Elevation
504 m (1,654 ft)
Population
 (2011)[୧]
 • Total୮୯,୨୪୦
 • Density3,400/km2 (8,900/sq mi)
ଭାଷା
 • ସରକାରୀTelugu
 • OtherUrdu Telugu
Time zoneUTC+5:30 (IST)
PIN
515 591
ଯାନବାହାନ ପଞ୍ଚୀକରଣAP–02
WebsiteKadiri Municipality

କାଦିରି ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଆନନ୍ତପୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

କାଦିରି ୧୪.୧୧୨୫ ଉତ୍ତର ଅକ୍ଷାଂଶ ଓ ୭୮.୧୬୦୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କାଦିରି ସହରର ମୋଟ ଜନସଂଖ୍ୟା ୭୬୨୬୧ ଅଟେ ।[୩] ସେଥି ମଧ୍ୟରୁ ୫୦.୪୪% ଜଣ ପରୁଷ ହୋଇଥିବା ବେଳେ ୪୯.୫୬% ଜଣ ନାରୀ ଅଟନ୍ତି । କାଦିରିର ସାକ୍ଷରତା ହାର ୫୬.୬୯% ଅଟେ । ଏହା ଜାତୀୟ ହାରଠାରୁ ୮.୧୫% ପ୍ରତିଶତ କମ ଅଟେ । ସେଥିରୁ ୩୩.୭୬% ପ୍ରତିଶତ ପୁରୁଷ ଓ ୨୨.୯୪% ନାରୀ ଅଟନ୍ତି । ୧୨.୦୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ତେଲୁଗୁ କାଦିରିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Basic Information of Municipality". Commissioner & Director of Municipal Administration. Retrieved 23 August 2014.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]