କାଦିରି

ଉଇକିପିଡ଼ିଆ ରୁ
(Kadiri ରୁ ଲେଉଟି ଆସିଛି)
Jump to navigation Jump to search
Kadiri
కదిరి
khadri
Town
Kadiri is located in Andhra Pradesh
Kadiri
Kadiri
Location in Andhra Pradesh, India
ଅବସ୍ଥିତି: 14°07′N 78°10′E / 14.12°N 78.17°E / 14.12; 78.17Coordinates: 14°07′N 78°10′E / 14.12°N 78.17°E / 14.12; 78.17
ଦେଶIndia
ରାଜ୍ୟAndhra Pradesh
ଜିଲ୍ଲାAnantapur
କ୍ଷେତ୍ରଫଳ [୧]
 • ମୋଟ km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
ଉଚ୍ଚତା504 m (1,654 ft)
ଜନସଂଖ୍ୟା (2011)[୧]
 • ମୋଟ୮୯,୨୪୦
 • ଘନତା/km2 (8,900/sq mi)
ଭାଷା
 • ସରକାରୀTelugu
 • OtherUrdu Telugu
IST (UTC+5:30)
ପିନ କୋଡ଼515 591
ଗାଡ଼ି ପଞ୍ଜିକରଣAP–02
ୱେବସାଇଟKadiri Municipality

କାଦିରି ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଆନନ୍ତପୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

କାଦିରି ୧୪.୧୧୨୫ ଉତ୍ତର ଅକ୍ଷାଂଶ ଓ ୭୮.୧୬୦୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କାଦିରି ସହରର ମୋଟ ଜନସଂଖ୍ୟା ୭୬୨୬୧ ଅଟେ ।[୩] ସେଥି ମଧ୍ୟରୁ ୫୦.୪୪% ଜଣ ପରୁଷ ହୋଇଥିବା ବେଳେ ୪୯.୫୬% ଜଣ ନାରୀ ଅଟନ୍ତି । କାଦିରିର ସାକ୍ଷରତା ହାର ୫୬.୬୯% ଅଟେ । ଏହା ଜାତୀୟ ହାର ଠାରୁ ୮.୧୫% ପ୍ରତିଶତ କମ ଅଟେ । ସେଥିରୁ ୩୩.୭୬% ପ୍ରତିଶତ ପୁରୁଷ ଓ ୨୨.୯୪% ନାରୀ ଅଟନ୍ତି । ୧୨.୦୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ତେଲୁଗୁ କାଦିରିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Basic Information of Municipality". Commissioner & Director of Municipal Administration. Retrieved 23 August 2014.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]