Jump to content

ଜ୍ୟୋତ୍ସ୍ନା ମହାନ୍ତ

ଉଇକିପିଡ଼ିଆ‌ରୁ
(Jyotsna Mahantରୁ ଲେଉଟି ଆସିଛି)
ଜ୍ୟୋତ୍ସ୍ନା ମହାନ୍ତ
ସାଂସଦ: ୧୭ଶ, ୧୮ଶ ଲୋକ ସଭା
Assumed office
୨୩ ମଇ ୨୦୧୯
ପୂର୍ବ ଅଧିକାରୀବଂଶୀଲାଲ ମହତୋ
ନିର୍ବାଚନ ମଣ୍ଡଳୀକୋର୍ବା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1953-11-18) ୧୮ ନଭେମ୍ବର ୧୯୫୩ (ବୟସ ୭୨)
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଚରଣ ଦାସ ମହାନ୍ତ
ବୃତ୍ତିରାଜନୀତି

ଜ୍ୟୋତ୍ସ୍ନା ମହାନ୍ତ (ଜନ୍ମ: ୧୮ ନଭେମ୍ବର ୧୯୫୩) ଜଣେ ଭାରତୀୟ ରାଜନୀତିଜ୍ଞ । ୨୦୧୯୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଛତିଶଗଡ଼ର କୋର୍ବା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୭ଶ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[][][][]

  1. "List of Chhattisgarh Lok Sabha Election 2019 winners". Zee News. 23 May 2019. Retrieved 24 May 2019.
  2. "C'garh LS poll: Cong fields women from Durg, Korba". Deccan Herald. 26 March 2019. Retrieved 22 August 2019.
  3. Kaiser, Ejaz (27 May 2022). "Chhattisgarh Speaker's MP wife puts end to his Rajya Sabha ambition". The New Indian Express. Retrieved 11 Mar 2023.
  4. Election Commission of India (4 June 2024). "2024 Loksabha Elections Results - Korba". Archived from the original on 31 July 2024. Retrieved 31 July 2024.

ବାହାର ଲିଙ୍କ୍

[ସମ୍ପାଦନା]