ଝାଡ଼ଗ୍ରାମ

ଉଇକିପିଡ଼ିଆ ରୁ
(Jhargram ରୁ ଲେଉଟି ଆସିଛି)
Jump to navigation Jump to search
ଝାଡ଼ଗ୍ରାମ ହରିଣ ଉଦ୍ୟାନ
Jhargram
ঝাড়গ্রাম
City
Jhargram Deer Park
Jhargram Deer Park
ଅନ୍ୟନାମ: Aranya Sundari
Jhargram is located in West Bengal
Jhargram
Jhargram
Location in West Bengal, India
ଅବସ୍ଥିତି: 22°27′N 86°59′E / 22.45°N 86.98°E / 22.45; 86.98Coordinates: 22°27′N 86°59′E / 22.45°N 86.98°E / 22.45; 86.98
ଦେଶ India
ରାଜ୍ୟWest Bengal
ଜିଲ୍ଲାPaschim Medinipur
ସରକାର
 • ପ୍ରକାରMunicipality
 • ChairpersonRaja Shivendra Bijoy Malla Deb
ଉଚ୍ଚତା81 m (266 ft)
ଜନସଂଖ୍ୟା (2011)
 • ମୋଟ୬୧
Languages
 • OfficialBengali, English
IST (UTC+5:30)
ପିନ କୋଡ଼721507
Telephone code03221
ଗାଡ଼ି ପଞ୍ଜିକରଣWB-33,34
Lok Sabha constituencyJhargram
Vidhan Sabha constituencyJhargram, Gopiballavpur
ୱେବସାଇଟwww.jhargrammunicipality.org,paschimmedinipur.gov.in

ଝାଡ଼ଗ୍ରାମ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ପଶ୍ଚିମବଙ୍ଗର ମେଦିନିପୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଝାଡ଼ଗ୍ରାମ ୨୨.୪୫୩୮ ଉତ୍ତର ଅକ୍ଷାଂଶ ଓ ୮୬.୯୯୫୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୬୨ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଝାଡ଼ଗ୍ରାମ ସହରର ମୋଟ ଜନସଂଖ୍ୟା ୫୩୧୫୮ ଅଟେ ।[୨] ସେଥି ମଧ୍ୟରୁ ୫୧.୦୭% ଜଣ ପରୁଷ ହୋଇଥିବା ବେଳେ ୪୮.୯୩% ଜଣ ନାରୀ ଅଟନ୍ତି । ଝାଡ଼ଗ୍ରାମର ସାକ୍ଷରତା ହାର ୭୬.୪୬% ଅଟେ । ଏହା ଜାତୀୟ ହାର ଠାରୁ ୧୧.୬୨% ପ୍ରତିଶତ କମ ଅଟେ । ସେଥିରୁ ୪୧.୭୭% ପ୍ରତିଶତ ପୁରୁଷ ଓ ୩୪.୬୮% ନାରୀ ଅଟନ୍ତି । ୧୦.୬୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ବଙ୍ଗାଳୀ ଝାଡ଼ଗ୍ରାମର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]