Jump to content

ଜଗବନ୍ଧୁ ସିଂହ

ଉଇକିପିଡ଼ିଆ‌ରୁ
(Jagbandhu Singhରୁ ଲେଉଟି ଆସିଛି)
ବିଜୟ କୁମାର ରଣା
ଜନ୍ମ ଓ ଜନ୍ମସ୍ଥାନ(1876-02-15)୧୫ ଫେବୃଆରୀ ୧୮୭୬
ନିମାପଡ଼ା, ପୁରୀ
ମୃତ୍ୟୁ୧୯୪୨
ପୁରୀ
ବୃତ୍ତିସ୍ୱାଧୀନତା ସଂଗ୍ରାମୀ
ଲେଖକ
ଓକିଲ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାବ୍ରିଟିଶ ଭାରତ

ଜଗବନ୍ଧୁ ସିଂହ (୧୮୭୬ - ୧୯୪୨) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଲେଖକ ଓ ଓକିଲ ଥିଲେ । ସେ ଉତ୍କଳ ସମ୍ମିଳନୀ ସହିତ ଜଡ଼ିତ ଥିଲେ ଏବଂ ତାଙ୍କ ରଚିତ ପ୍ରାଚୀନ ଉତ୍କଳ ଓ ଶ୍ରୀ ଗାନ୍ଧି ମାହାତ୍ମ୍ୟ ପୁସ୍ତକ ଜଣାଶୁଣା ଅଟେ ।[୧]

ରଚନାବଳୀ

[ସମ୍ପାଦନା]
  • ଗୃହଲକ୍ଷ୍ମୀ ୧
  • ଗୃହଲକ୍ଷ୍ମୀ ୨
  • ଗୃହଲକ୍ଷ୍ମୀ ୩
  • ଗୃହଲକ୍ଷ୍ମୀ ୪
  • ଶ୍ରୀ ଗାନ୍ଧି ମାହାତ୍ମ୍ୟ[୧]
  • ପ୍ରାଚୀନ ଉତ୍କଳ[୧]
  • ଭାରତ ଚରିତାମୃତ ଭାଗ ୧
  • ଭାରତ ଚରିତାମୃତ ଭାଗ ୨

ମୃତ୍ୟୁ

[ସମ୍ପାଦନା]

୧୯୪୨ ମସିହାରେ ସେ ମୃତ୍ୟବରଣ କରିଥିଲେ ।[୨] ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା ।

  1. 1 2 3 "Odisha Historian Awarded On Freedom Fighter Jagabandhu Singh's Birth Anniv". Odisha Bytes. 16 February 2023. Archived from the original on 14 April 2026. Retrieved 14 April 2026.
  2. ↑ Lal, Mohan (1992). Encyclopaedia of Indian Literature: Sasay to Zorgot (in ଇଂରାଜୀ). Sahitya Akademi. ISBN 978-81-260-1221-3.