Jump to content

ଜଗନ୍ନାଥ ମନ୍ଦିର, ବଅଁରପାଳ

ଉଇକିପିଡ଼ିଆ‌ରୁ
(Jagannath temple, Banrapalaରୁ ଲେଉଟି ଆସିଛି)
ଜଗନ୍ନାଥ ମନ୍ଦିର, ବଅଁରପାଳ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଅନୁଗୋଳ
Location
ସ୍ଥାନବଅଁରପାଳ
Stateଓଡ଼ିଶା
Countryଭାରତ


ଏହି ଜଗନ୍ନାଥ ମନ୍ଦିର ଅନୁଗୋଳ ଜିଲ୍ଲା, (ଓଡ଼ିଶା)ର ବଅଁରପାଳଠାରେ ଅବସ୍ଥିତ । ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା ।


ପ୍ରମୁଖ ଦେବତା

[ସମ୍ପାଦନା]

ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ, ବିମଳା ଆଦି ମଧ୍ୟ ଏଠାରେ ପୂଜିତ ।

ପାର୍ବଣ

[ସମ୍ପାଦନା]

ଏଠାରେ ପୁରୀସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳିତ ସମସ୍ତ ପାର୍ବଣ ପାଳିତ ହେଉଥିଲେ ମଧ୍ୟ ରଥଯାତ୍ରା ପାଳିତ ହୋଇ ନ ଥାଏ ।


ଆହୁରି ଦେଖନ୍ତୁ

[ସମ୍ପାଦନା]