ଇସଲାମପୁର

ଉଇକିପିଡ଼ିଆ‌ରୁ
(Islampurରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Islampur
ଦେଶ India
ରାଜ୍ୟପଶ୍ଚିମବଙ୍ଗ
ଜିଲ୍ଲାଉତ୍ତର୍ ଦିନଜ୍ପୁର୍
Elevation
173[୧] m (Bad rounding hereFormatting error: invalid input when rounding ft)
Population
 (2001)[୧]
 • Total୫୨,୭୬୬
ଭାଷା
 • ସରକାରୀବଙ୍ଗାଳୀ
Time zoneUTC+5:30 (IST)

ଇସଲାମପୁର ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ପଶ୍ଚିମବଙ୍ଗର ଉତ୍ତର୍ ଦିନଜ୍ପୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଇସଲାମପୁର ୨୬.୨୬୫୪ ଉତ୍ତର ଅକ୍ଷାଂଶ ଓ ୮୮.୧୮୯୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୭୩ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଇସଲାମପୁର ସହରର ମୋଟ ଜନସଂଖ୍ୟା ୫୨୭୬୬ ଅଟେ ।[୨] ସେଥି ମଧ୍ୟରୁ ୫୩.୫୧% ଜଣ ପରୁଷ ହୋଇଥିବା ବେଳେ ୪୬.୪୯% ଜଣ ନାରୀ ଅଟନ୍ତି । ଇସଲାମପୁରର ସାକ୍ଷରତା ହାର ୬୨.୭୫% ଅଟେ । ଏହା ଜାତୀୟ ହାରଠାରୁ ୨.୦୯% ପ୍ରତିଶତ କମ ଅଟେ । ସେଥିରୁ ୩୬.୨୪% ପ୍ରତିଶତ ପୁରୁଷ ଓ ୨୬.୫୧% ନାରୀ ଅଟନ୍ତି । ୧୪.୮୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ବଙ୍ଗାଳୀ ଇସଲାମପୁରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]