ଇନ୍ଦିରା ଦାଶ
(Indira Dashରୁ ଲେଉଟି ଆସିଛି)
ଜନ୍ମ ଓ ଜନ୍ମସ୍ଥାନ | ଇନ୍ଦିରା ଦାଶ ୧୧ ମଇ ୧୯୪୬ ପୁରୀ |
---|---|
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକ |
ଇନ୍ଦିରା ଦାଶ(ଜନ୍ମ :୧୧ ମଇ ୧୯୪୬) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ । ୨୦୧୪ ମସିହାରେ ସେ ନିଜ ଉପନ୍ୟାସ "ନିର୍ବାଣ ଅଭିସାର" ପାଇଁ ଏହି ପୁରସ୍କାର ଲାଭ କରିଥିଲେ ।[୧] ସେ ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ଶିଶୁ ସାହିତ୍ୟ ଇତ୍ୟାଦି ଲେଖନ୍ତି । ତାଙ୍କର ଦଶରୁ ଉର୍ଦ୍ଧ୍ୱ ପୁସ୍ତକ ପ୍ରକାଶିତ ହୋଇସାରିଛି ।
ରଚନାବଳୀ[ସମ୍ପାଦନା]
ଗଳ୍ପ[ସମ୍ପାଦନା]
- ଆତ୍ରେୟ ଗୋତ୍ର - ୨୦୦୦
- ମନ ଦର୍ପଣ - ୧୯୯୭
- ରେଳ ଲାଇନର ଏକଡେ ସେକଡେ - ୧୯୯୭
- ହଜି ଯାଉଥିବା ଦିନ
- ସତିତ୍ୱ ଇତ୍ୟାଦି - ୧୯୮୭
- ନବଗୁଞ୍ଜର - ୧୯୯୬
ଉପନ୍ୟାସ[ସମ୍ପାଦନା]
- ବହ୍ନିସ୍ନାତା - ୨୦୦୪]
- ଅର୍ଦ୍ଧସତ୍ୟ - ୨୦୦୪
- ମୋ ବାଲକୋନୀରୁ ମିଶ୍ରବାବୁଙ୍କ ଘର - ୨୦୦୭
- ଭାରତୀୟ ରେଳଜୀବନର କାହାଣୀ - ୨୦୦୭
- ବନ୍ଧନ ନୁହେଁ ବନ୍ଧୁତ୍ୱ ଚାହେଁ - ୨୦୧୦
- ନିର୍ବାଣ ଅଭିସାର[୨]
- ନୀଳଜୋତ୍ସ୍ନା[୩]
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୪(ନିର୍ବାଣ ଅଭିସାର ପାଇଁ)[୪]
- ଓଡ଼ିଆ ପ୍ରଗତୀସଂଘ ପୁରସ୍କାର, କଲିକତା
- ଦୁର୍ଗାମାଧବ ସ୍ମରଣୀକା ପୁରସ୍କାର
- ପ୍ରାଣନାଥ ସଂସଦ ସମ୍ମାନ
- ସୁଧନ୍ୟା ପୁରସ୍କାର
- ବିଜୟକୃଷ୍ଣ ଗଳ୍ପ ପୁରସ୍କାର
- ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମାରକୀ ପୁରସ୍କାର[୫]
ଆଧାର[ସମ୍ପାଦନା]
- ↑ http://sambad.in/state/24-litterateurs-to-get-odisha-sahitya-akademi-award-17677/
- ↑ http://www.dharitri.com/main/news/12698
- ↑ "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ ଜୁନ ୧୩ - ୨୬ ପୃଷ୍ଠା ୫. Retrieved 15 June 2018.
- ↑ http://odishatv.in/odisha/body-slider/24-litterateurs-to-get-odisha-sahitya-akademi-award-251196
- ↑ http://sahitya-akademi.gov.in/sahitya-akademi/SASearchSystem/sauser/writerinfo.jsp?wrids=228