Jump to content

ଇଣ୍ଡାପାମାଇଡ

ଉଇକିପିଡ଼ିଆ‌ରୁ
(Indapamideରୁ ଲେଉଟି ଆସିଛି)
ଇଣ୍ଡାପାମାଇଡ
Clinical data
AHFS/Drugs.commonograph
MedlinePlusa684062
Pregnancy
category
  • AU: C
  • US: B (No risk in non-human studies)
    Routes of
    administration
    By mouth
    Legal status
    Legal status
    • UK: POM (Prescription only)
    Pharmacokinetic data
    Protein binding71–79%
    MetabolismLiver
    Elimination half-life14–18 hours
    Identifiers
    • 4-chloro-N-(2-methyl-2,3-dihydroindol-1-yl)-3-sulfamoyl-benzamide
    ECHA InfoCard100.043.633 Edit this at Wikidata
    Chemical and physical data
    FormulaC16H16ClN3O3S
    Molar mass୩୬୫.୮୩ g·mol−1
    3D model (JSmol)
    • O=S(=O)(N)c1c(Cl)ccc(c1)C(=O)NN3c2ccccc2CC3C
    • InChI=1S/C16H16ClN3O3S/c1-10-8-11-4-2-3-5-14(11)20(10)19-16(21)12-6-7-13(17)15(9-12)24(18,22)23/h2-7,9-10H,8H2,1H3,(H,19,21)(H2,18,22,23) checkY
    • Key:NDDAHWYSQHTHNT-UHFFFAOYSA-N checkY
      (verify)

    ଇଣ୍ଡାପାମାଇଡ ଏକ ଔଷଧ ହୃଦ୍‌ପାତ ଯାହା କିମ୍ବା ଅନ୍ୟାନ୍ୟ କାରଣରୁ ଉଚ୍ଚ ରକ୍ତଚାପ ଏବଂ ଫୁଲାର ଚିକିତ୍ସା କରିବା ପାଇଁ ଦିଆଯାଏ ।[] ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ପାଇଁ ଏହା ଦ୍ୱିତୀୟ ଧାଡ଼ିର ଚିକିତ୍ସା ।[] ଏହା ପାଟିରେ ଦିଆଯାଏ ।[] ଏହା ଅନ୍ୟାନ୍ୟ ରକ୍ତଚାପ ଔଷଧ ସହିତ ବ୍ୟବହୃତ ହୋଇପାରେ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ରକ୍ତ ପୋଟାସିୟମ୍ ସ୍ତର, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଥକାପଣ, ନିଦ୍ରାହୀନତା ଏବଂ ଉଦ୍‌ବେଗ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ରକ୍ତ ସୋଡିୟମ୍ ସ୍ତର, ରାସ, ଗାଉଟ ଏବଂ ଉଚ୍ଚ ରକ୍ତ ଶର୍କରା ଅନ୍ତର୍ଭୁକ୍ତ ହୋଇପାରେ ।[] ଏହା ଏକ ଥିଆଜାଇଡ୍-ସମ ଡାଇୟୁରେଟିକ ।[]

    ୧୯୬୮ ମସିହାରେ ଇଣ୍ଡାପାମାଇଡ ପେଟେଣ୍ଟ ହୋଇଥିଲା ଏବଂ ୧୯୭୭ ମସିହାରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାସର ଔଷଧ ଖର୍ଚ୍ଚ ୩.୪୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶି ନିମନ୍ତେ ପ୍ରାୟ ୪ ଡଲାର ଖର୍ଚ୍ଚ ହୁଏ ।[] ପେରିଣ୍ଡୋପ୍ରିଲ ସହିତ ଏକ ମିଶ୍ରଣ ଔଷଧ ମଧ୍ୟ ଉପଲବ୍ଧ ହୁଏ ।[]

    1. 1 2 3 4 5 6 7 "Indapamide Monograph for Professionals". Drugs.com (in ଇଂରାଜୀ). Archived from the original on 10 January 2021. Retrieved 26 November 2021.
    2. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 457. ISBN 9783527607495. Archived from the original on 2021-08-28. Retrieved 2021-01-16. {{cite book}}: Unknown parameter |name-list-format= ignored (|name-list-style= suggested) (help)
    3. 1 2 3 BNF 81: March-September 2021. BMJ Group and the Pharmaceutical Press. 2021. p. 181. ISBN 978-0857114105.
    4. "Indapamide Prices, Coupons & Savings Tips - GoodRx". GoodRx. Archived from the original on 31 August 2016. Retrieved 26 November 2021.