Jump to content

ଇଡାରୁସିଜୁମାବ

ଉଇକିପିଡ଼ିଆ‌ରୁ
(Idarucizumabରୁ ଲେଉଟି ଆସିଛି)
ଇଡାରୁସିଜୁମାବ
Monoclonal antibody
TypeFab fragment
SourceHumanized (from mouse)
TargetDabigatran
Clinical data
Trade namesPraxbind
SynonymsBI-655075
AHFS/Drugs.commonograph
data
Pregnancy
category
    Routes of
    administration
    Intravenous
    Legal status
    Legal status
    Chemical and physical data
    FormulaC2131H3299N555O671S11
    Molar mass୪୭,୭୮୨.୭୧ g·mol−1

    ଇଡାରୁସିଜୁମାବ, ପ୍ରକ୍ସବିଣ୍ଡ ଏକ ବେପାର ନାମ, ଏକ ଔଷଧ ଯାହା ଡାବିଗାଟ୍ରାନର ପ୍ରଭାବକୁ ଓଲଟାଇବା ପାଇଁ ବ୍ୟବହୃତ ହୁଏ।[] ନିର୍ଦ୍ଦିଷ୍ଟ ଭାବରେ ଏହା ବ୍ୟବହୃତ ହୁଏ ଯଦି ପ୍ରବଳ ରକ୍ତସ୍ରାବ କିମ୍ବା ଜରୁରୀ ଅସ୍ତ୍ରୋପଚାର ଆବଶ୍ୟକ ହୁଏ ।[] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ବାନ୍ତି, ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିବା ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । [] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଡାବିଗାଟ୍ରାନ୍ ସ‌ହିତ ସଂଲଗ୍ମ ହୋଇ ତାହାକୁ ନିଷ୍କ୍ରିୟ କରି କାର୍ଯ୍ୟକ୍ଷମ ହୁଏ ।[] []

    ୨୦୧୫ ମସିହାରେ ଆମେରିକାରେ ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ଇଡାରୁସିଜୁମାବ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାତ୍ରା ଔଷଧର ମୂଲ୍ୟ ୨୪୦୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୫୦୦ ଡଲାର ।[]

    1. 1 2 3 4 5 6 7 "Praxbind- idarucizumab injection". DailyMed. 1 December 2019. Archived from the original on 25 March 2021. Retrieved 19 August 2020.
    2. 1 2 3 "Praxbind EPAR". European Medicines Agency (EMA). Archived from the original on 25 October 2020. Retrieved 16 October 2020.
    3. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 131. ISBN 978-0857114105.
    4. "Praxbind Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 2 May 2021. Retrieved 25 November 2021.