ହିନ୍ଦୁପୁର

ଉଇକିପିଡ଼ିଆ‌ରୁ
(Hindupurରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Hindupur
హిందూపూరం
NT Rama Rao statue at Hindupur
NT Rama Rao statue at Hindupur
ଦେଶIndia
ରାଜ୍ୟAndhra Pradesh
ଜିଲ୍ଲାAnantapur
Government
 • TypeMunicipal council
 • BodyHindupur Municipality
Area
 • ସମୁଦାୟ38.16 km2 (14.73 sq mi)
 • Rank20th
Elevation
621 m (2,037 ft)
Population
 (2011)[୨]
 • Total୧,୫୧,୮୩୫
 • Rank203rd (India)
20th (in state)
 • Density4,000/km2 (10,000/sq mi)
Languages
 • ସରକାରୀTelugu
Time zoneUTC5:30 (IST)
PIN
Telephone code91–8556
ଯାନବାହାନ ପଞ୍ଚୀକରଣAP–02
WebsiteHindupur Municipality

ହିନ୍ଦୁପୁର ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଆନନ୍ତପୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ହିନ୍ଦୁପୁର ୧୩.୮୨୯୧ ଉତ୍ତର ଅକ୍ଷାଂଶ ଓ ୭୭.୪୯୨୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୦୩୭ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ହିନ୍ଦୁପୁର ସହରର ମୋଟ ଜନସଂଖ୍ୟା ୧୨୫୦୫୬ ଅଟେ ।[୪] ସେଥି ମଧ୍ୟରୁ ୫୧.୩୦% ଜଣ ପରୁଷ ହୋଇଥିବା ବେଳେ ୪୮.୭୦% ଜଣ ନାରୀ ଅଟନ୍ତି । ହିନ୍ଦୁପୁରର ସାକ୍ଷରତା ହାର ୬୧.୯୯% ଅଟେ । ଏହା ଜାତୀୟ ହାରଠାରୁ ୨.୮୫% ପ୍ରତିଶତ କମ ଅଟେ । ସେଥିରୁ ୩୫.୧୯% ପ୍ରତିଶତ ପୁରୁଷ ଓ ୨୬.୮୧% ନାରୀ ଅଟନ୍ତି । ୧୨.୮୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା[ସମ୍ପାଦନା]

ତେଲୁଗୁ ହିନ୍ଦୁପୁରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Basic Information of Municipality". Commissioner and Directorate of Municipal Administration. Government of Andhra Pradesh. Retrieved 25 February 2015.
  2. "Cities having population 1 lakh and above" (PDF). The Registrar General & Census Commissioner, India. Retrieved 25 July 2014. {{cite web}}: line feed character in |publisher= at position 5 (help)
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]