ହିନା ରବାନି ଖର

ଉଇକିପିଡ଼ିଆ‌ରୁ
(Hina Rabbani Kharରୁ ଲେଉଟି ଆସିଛି)
ହିନା ରବାନି ଖର
حناربانی کھر
Hina Rabbani Khar at the World Economic Forum Annual Meeting, 2012
Minister of Foreign Affairs
କାର୍ଯ୍ୟକାଳ
11 February 2011 – 16 March 2013
Acting: 11 February 2011 – 19 July 2011
ପ୍ରଧାନ ମନ୍ତ୍ରୀYousaf Raza Gillani
Raja Pervez Ashraf
ପୂର୍ବ ଅଧିକାରୀShah Mehmood Qureshi
ପର ଅଧିକାରୀMir Hazar Khan Khoso (Acting)
Sartaj Aziz (de facto)
Minister of State for Foreign Affairs
କାର୍ଯ୍ୟକାଳ
11 February 2011 – 20 July 2011
ପ୍ରଧାନ ମନ୍ତ୍ରୀYousaf Raza Gillani
ପୂର୍ବ ଅଧିକାରୀNawabzada Malik Amad Khan
ପର ଅଧିକାରୀNawabzada Malik Amad Khan
Minister of State for Finance and Economics Affairs
କାର୍ଯ୍ୟକାଳ
24 March 2008 – 11 February 2011
ପ୍ରଧାନ ମନ୍ତ୍ରୀYousaf Raza Gillani
ପୂର୍ବ ଅଧିକାରୀAli Nazary
ପର ଅଧିକାରୀDost Muhammad Mazari
Member of the National Assembly of Pakistan
Assumed office
13 August 2018
ନିର୍ବାଚନ ମଣ୍ଡଳୀReserved seat for women
କାର୍ଯ୍ୟକାଳ
17 March 2008 – 16 March 2013
ନିର୍ବାଚନ ମଣ୍ଡଳୀNA-177 (Muzaffargarh-II)
କାର୍ଯ୍ୟକାଳ
16 November 2002 – 15 November 2007
ନିର୍ବାଚନ ମଣ୍ଡଳୀNA-177 (Muzaffargarh-II)
ବ୍ୟକ୍ତିଗତ ସବିଶେଷ
ଜନ୍ମ (1977-11-19) ୧୯ ନଭେମ୍ବର ୧୯୭୭ (ବୟସ ୪୬)
Multan, Punjab, Pakistan
ଜାତୀୟତାPakistani
ରାଜନୀତିକ ଦଳPakistan Peoples Party
ଉଚ୍ଚତା1.65 m (5 ft 5 in)
ଜୀବନ ସାଥୀ
Feroze Gulzar
(m. ୧୯୯୯)
ସମ୍ପର୍କGhulam Noor Rabbani (father)
Ghulam Mustafa Khar (uncle)
Aaminah Haq (cousin)
ସନ୍ତାନ3
ଶିକ୍ଷାନୁଷ୍ଠାନLahore University of Management Sciences [୧]
University of Massachusetts, Amherst[୨]

ହିନା ରବାନି ଖର (ଇଂରାଜୀ ଭାଷାରେ Hina Rabbani Khar, ଉର୍ଦ୍ଦୁ ଭାଷାରେ (Urdu: حنا ربانی کھر; ଜନ୍ମ ୧୯ ନଭେମ୍ବର ୧୯୭୭)[୩] ଜଣେ ପାକିସ୍ଥାନୀ (Pakistani) ରାଜନୀତିଜ୍ଞ politician ଯିଏ ଫେବ୍ରୁଆରୀ ୨୦୧୧ରୁ ମାର୍ଚ୍ଚ ୨୦୧୩ ପର୍ଯ୍ୟନ୍ତ ପାକିସ୍ଥାନର ବିଦେଶ ମନ୍ତ୍ରୀ (Foreign Minister of Pakistan) ଥିଲେ । ମାତ୍ର ତେତିଶ ବର୍ଷ ବୟସର ସେ ସବୁଠାରୁ କନିଷ୍ଠ ଓ ପ୍ରଥମ ମହିଳା ଭାବରେ ସେହି ପଦବୀକୁ ଅଳଙ୍କୃତ କରିଥିଲେ ।[୪]

ଖର ମୁଜାଫରଗଡ଼ରେ ଥିବା ଗୋଟିଏ ସାମନ୍ତବାଦୀ (feudal family) ପରିବାରର ପ୍ରଭାବଶାଳୀ ସଭ୍ୟ ଅଟନ୍ତି । ସେ ଲାହୋର ୟୁନିଭରସିଟିରେ ଓ ୟୁନଭରସିଟି ଅଫ ମାସାଚୁସେଟ ଆମହର୍ସ୍ଟରେ (LUMS and U Mass - Amherst) ବିଜନେସ ମ୍ୟାନେଜମେଣ୍ଟ ଅଧ୍ୟୟନ କରିବା ପରେ ସନ ୨୦୦୨ରେ ପାକିସ୍ଥାନ ମୁସଲିମ ଲିଗ ତରଫରୁ ପାକିସ୍ଥାନ ନ୍ୟାସନାଲ ଆସେମ୍ବ୍ଲିର ସଦସ୍ୟ ହୋଇଥିଲେ । ପାକିସ୍ଥାନ ଅର୍ଥନୈତିକ ପଲିସି ବା ନୀତି (economic policy) ନିମନ୍ତେ ଉତ୍ତରଦାୟୀ ହୋଇ ମିନିଷ୍ଟର ଅଫ ସ୍ଟେଟରେ ଜୁନିଅର ମନ୍ତ୍ରୀ ହୋଇଥିଲେ ଓ ପ୍ରଧାନ ମନ୍ତ୍ରୀ ସଉକତ ଅଜିଜଙ୍କ ଅଧୀନରେ କାର୍ଯ୍ୟ କରିଥିଲେ । ସନ ୨୦୦୯ରେ ସେ ଦଳ ବଦଳ କରି ପାକିସ୍ଥାନ ପିଓପ୍ଲ ପାର୍ଟିରେ ଯୋଗ ଦେଇ ରିଲେକସନରେ ଜିତିବା ପରେ ବିତ୍ତ ଓ ଅର୍ଥନୀତି ମାମଲାର ମନ୍ତ୍ରୀ (Minister of State for Finance and Economic Affairs) ପଦବୀ ଅଳଙ୍କୃତ କରିଥିଲେ ଓ ସେହି ବର୍ଷ ସେ ପ୍ରଥମ ମହିଳା ଭାବରେ ଜାତୀୟ ବଜେଟ[୫] ଉପସ୍ଥାପନ କରିଥିଲେ । ତଦାନନ୍ତୀନ ପ୍ରଧାନ ମନ୍ତ୍ରୀ ୟୁସୁଫ ରାଜା ଗିଲାନି ତାଙ୍କୁ ଜୁଲାଇ ୨୦୧୧ରେ ବିଦେଶ ମନ୍ତ୍ରୀ ଭାର ଦେଇଥିଲେ ଓ ସନ ୨୦୧୩ରେ ଜେନେରାଲ ଇଲେକସନ ପର୍ଯ୍ୟନ୍ତି ସେହି ପଦବୀ ରହିବ ପରେ ସକ୍ରିୟ ରାଜନୀତିରୁ ଅବସର ନେଲେ । ଭାରତ ସାଥିରେ ସେ ସଶକ୍ତ ସମ୍ପର୍କ ରଖିବାକୁ ଚେଷ୍ଟା ଚଲେଇଥିଲେ । [୫]

ପ୍ରାକ୍ ଜୀବନ ଓ ପରିବାର[ସମ୍ପାଦନା]

ପାକିସ୍ଥାନ ପାକିସ୍ଥାନର ମୁଲତାନ ସ‌ହରରେ ସେ ଜନ୍ମ ଗ୍ରହଣ କରିଥିଲେ ।[୬][୭] ଗୁଲାମ ନୁର ରବାନି ଖରଙ୍କର (Ghulam Noor Rabbani Khar) ସେ କନ୍ୟା ଥିଲେ । [୮] ତାଙ୍କ ପିତା ଜଣେ ଜାତୀୟ ରାଜନୀତିଜ୍ଞ ଥିଲେ ଓ ପାକିସ୍ଥାନ ଜାତୀୟ ଆସେମ୍ବ୍ଲିର (National Assembly) ସଭ୍ୟ ଥିଲେ । ତଦାନନ୍ତୀନ ମୁଖ୍ୟ ମନ୍ତ୍ରୀ ଓ ପଞ୍ଜାବର ଗଭର୍ଣ୍ଣର ଗୁଲାମ ମୁସ୍ତାଫା ଖରଙ୍କର ସେ ଝିଆରୀ ଥିଲେ । [୯]

ଶିକ୍ଷା[ସମ୍ପାଦନା]

ଲାହୋର ୟୁନିଭରସିଟି ଅଫ ମ୍ୟାନେଜମେଣ୍ଟ ବିଜ୍ଞାନର (Lahore University of Management Sciences (LUMS)) ସେ ସ୍ନାତକ ହୋଇଥିଲେ ଯେଉଁଠି ସେ ସନ ୧୯୯୯ରେ ଅର୍ଥନୀତିରେ ବିଏସସି କରି ସମ୍ମାନ ସ‌ହିତ ଉତ୍ତୀର୍ଣ୍ଣ ହୋଇଥିଲେ । [୩] ସନ ୨୦୦୨ରେ ସେ ୟୁନିଭରସିଟି ଅଫ ମାସାଚୁସେଟ (University of Massachusetts at Amherst ), ଆମହରସ୍ଟରେ ବିଜନେସ ମ୍ୟାମେଜମେଣ୍ଟରେ ମାସ୍ଟର ଡିଗ୍ରୀ ହାସଲ କରିଥିଲେ । [୩]

ଶିକ୍ଷା ଲାଭ କରିବା ପରଠାରୁ ଲୁମସ ସ‌ହିତ ଖର ସମ୍ପର୍କ ରଖିଥିଲେ । ସନ ୨୦୧୨ରେ ସେ ବିଦେଶ ନୀତି ଓ ଯୁବ ଗଣତନ୍ତ୍ର ଉପରେ ଏକ ବକ୍ତୃତା ଦେଲେ ଓ ଅବଦୁସ ସଲାମ ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସ ନିମନ୍ତେ ଅର୍ଥ ଯୋଗାଡ଼ କରିଥିଲେ । [୧୦][୧୧]

ରାଜନୀତି ପେଷା[ସମ୍ପାଦନା]

ସନ ୨୦୦୨ରେ ହୋଇଥିବା ପାକିସ୍ଥାନ ସାଧାରଣ ଇଲେକସନରେ ପାକିସ୍ଥାନ ଆସେମ୍ବ୍ଲିର ସଭ୍ୟ ରୂପେ ମୁଜାଫରଗଡ଼ କ୍ଷେତ୍ରରୁ ନିର୍ବାଚିତ ହୋଇଥଲେ । ତାଙ୍କ ପିତା ଗୁଲାମ ନୁର ରବାନି ଖର ଏହି କ୍ଷେତ୍ରରୁ ପୂର୍ବରୁ ଯିତିଥିଲେ କିନ୍ତୁ ତାଙ୍କ ପରିବାରର ଅଧିକାଂଶ ସଦସ୍ୟ ଏଥିରେ କୃତକାର୍ଯ୍ୟ ହୋଇପାରିନଥିଲେ । [୧୨] ପାର୍ଲିଆମେଣ୍ଟର ସଭ୍ୟ ନିହାତି କମ୍‌ରେ ଏକ ୟୁନିଭରସିଟିର ଡିଗ୍ରୀଧାରୀ ହେବାର ଏକ ନୂଆ ନିୟମରେ ଯୋଗୁ ସେମାନେ କୃତକାର୍ଯ୍ୟ ହୋଇପାରିନଥିଲେ ।[୧୩][୧୪][୧୫] ପିତାଙ୍କର ଅର୍ଥ ସମର୍ଥନ ଓ ଇଲେକସନ ରାଲିରେ ଯୋଗଦାନ ପାଇବା ଫଳରେ ସେ ଏକ ନୁତନ ପାକିସ୍ଥାନ ମୁସଲିମ ଲିଗ କ୍ୟୁ ଗଠନ କରିଥିଲେ,[୧୨] ଓ କୌଣସି ପୋଷ୍ଟରରେ ତାଙ୍କ ଫଟୋ ଛପେଇ ନଥିଲେ । [୧୬]

ଆଧାର[ସମ୍ପାଦନା]

  1. "Foreign Minister Hina Rabbani Khar to Speak at LUMS". LUMS. 30 ଅପ୍ରେଲ 2012. Archived from the original on 12 May 2012. Retrieved 20 January 2012.
  2. "Alumna to be Pakistan's new Foreign Minister". University of Massachusetts Amherst. Archived from the original on 19 October 2013. Retrieved 20 January 2012.
  3. ୩.୦ ୩.୧ ୩.୨ "Hina Rabbari Khar". Ministry of Foreign Affairs. Archived from the original on 24 July 2011. Retrieved 1 October 2015.
  4. Dawn.com (25 June 2012). "Hina Rabbani Khar". www.dawn.com. Retrieved 22 February 2016.
  5. "'Pakistan's national identity is to hate others': Hina Rabbani Khar, please tell us something new - Firstpost" (in ଆମେରିକୀୟ ଇଂରାଜୀ). 28 June 2016. Retrieved 31 August 2016.
  6. "Foreign Minister Hina Rabbani Khar". First Post (India). Archived from the original on 19 ଅକ୍ଟୋବର 2013. Retrieved 29 ଅପ୍ରେଲ 2013. Hina Rabbani Khar was born on 19 November 1963 in Multan, Punjab
  7. "Electoral results by caste". Daily Times. Archived from the original on 2 April 2015.
  8. "Gone with the wind". The Economist. ISSN 0013-0613. Retrieved 31 August 2016.
  9. Das, Mala (27 September 2012). "Who is Hina Rabbani Khar?". NDV. Retrieved 20 January 2013.
  10. LUMS. "Foreign Minister Hina Rabbani Khar Speaks at LUMS". Press Release of LUMS Editorial Newspaper. LUMS Editorial Newspaper. Archived from the original on 3 May 2012. Retrieved 22 January 2013.
  11. Khar, Her Excellency, Hina. "Foreign Policy and Young Democracy" (PDF). Hina Rabbani Khar presented her paper at LUMS on 30 April 2012. LUMS, Paper. Archived from the original (PDF) on 12 May 2012. Retrieved 22 January 2013.
  12. ୧୨.୦ ୧୨.୧ M Ilyas Khan (21 July 2011). "Will Pakistan's first woman foreign minister make a difference?". BBC News. Retrieved 15 September 2012.
  13. "District Profile: Southern Punjab- Muzaffargarh". Dawn. Karachi. Archived from the original on 27 September 2013. Retrieved 15 September 2012.
  14. "Pakistani general election, 2002: constituency-wise detailed results" (PDF). Election Commission of Pakistan. p. 48. Archived from the original (PDF) on 3 ମଇ 2012. Retrieved 15 ସେପ୍ଟେମ୍ବର 2012.
  15. Khan, Omer Farooq (25 July 2011). "Hina Rabbani Khar a misfit, say most Pakistanis". The Times of India. Archived from the original on 24 September 2012. Retrieved 15 September 2012.
  16. Walsh, Declan (29 July 2011). "Pakistan foreign minister bags attention on India trip". The Guardian. London. Retrieved 15 September 2012.