ହତ୍ୟା (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
(Hatya (Odia Film)ରୁ ଲେଉଟି ଆସିଛି)
ହତ୍ୟା
ନିର୍ଦ୍ଦେଶକଟି. ଗଣେଶ
ପ୍ରଯୋଜକଶରତ ଚନ୍ଦ୍ର ପଟ୍ଟନାୟକ
ଅଜୟ କର
ସଂଳାପଅଜୟ ସାମଲ
ଚିତ୍ରନାଟ୍ୟଟି. ଗଣେଶ
କାହାଣୀବିଜୟଲକ୍ଷ୍ମୀ ପଟ୍ଟନାୟକ
କଳାକାରଅର୍ପଣ
ଅନ୍ୱେଷା
କାଳୀ
ଜ୍ୟୋତି
ଇଲୁ ବାନାର୍ଜୀ
ସୁରେଶ ବଳ
ସଙ୍ଗୀତଏସ୍. ଚନ୍ଦ୍ରକାନ୍ତ
ମୁକ୍ତିଲାଭ ତାରିଖ
୮ ମାର୍ଚ୍ଚ ୨୦୧୮[୧]
ଦେଶ ଭାରତ
ଭାଷାଓଡ଼ିଆ

ହତ୍ୟା, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨][୩][୪][୧][୫] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶରତ ଚନ୍ଦ୍ର ପଟ୍ଟନାୟକ ଏବଂ ଅଜୟ କର [୧]। ବିଜୟଲକ୍ଷ୍ମୀ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଅଜୟ ସାମଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଟି. ଗଣେଶ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୬][୭]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅର୍ପଣ ଏବଂ ଅନ୍ୱେଷା ।[୬] ଅର୍ପଣ ଏବଂ ଅନ୍ୱେଷା ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୮] କାଳୀ, ଜ୍ୟୋତି, ଇଲୁ ବାନାର୍ଜୀ, ସୁରେଶ ବଳ, ଚକ୍ରଧର ଜେନା, ବିଶ୍ୱଭୂଷଣ ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍. ଚନ୍ଦ୍ରକାନ୍ତ ।[୬][୧]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ସେବେଠୁ ହାରିଲି ଦିଲ୍" 
2."ଦେ କ‌ହିଦେ" 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "ଆଜି ରିଲିଜ୍‌ ହେଉଛି ଏହି ଓଡ଼ିଆ ସସପେନ୍‌ସ ଥ୍ରିଲର୍‌". sambad.in. 8 March 2018. Retrieved 13 March 2018.
  2. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
  3. "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.{{cite news}}: CS1 maint: unrecognized language (link)
  4. "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍‌ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 7 September 2018. Retrieved 4 September 2018.
  5. "ପ୍ରଥମ ତିନି ମାସରେ ଏହି ସବୁ ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 1 April 2018. Retrieved 2 April 2018.
  6. ୬.୦ ୬.୧ ୬.୨ Mohapatra, Mrudu M. (23 February 2018). "Hatya Odia Movie Music Release". Odia Live. Retrieved 13 March 2018.
  7. "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
  8. "ପ୍ରଥମ ତିନିମାସରେ କେଉଁ ନୂଆ ନାୟକ, ନାୟିକା ଓଲିଉଡରେ ଏଣ୍ଟ୍ରି କରିଛନ୍ତି ?". sambad.in. 2 April 2018. Retrieved 2 April 2018.

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ହତ୍ୟା