ହରପ୍ରସାଦ ଦାସ

ଉଇକିପିଡ଼ିଆ ରୁ
(Haraprasad Das ରୁ ଲେଉଟି ଆସିଛି)
Jump to navigation Jump to search
ହରପ୍ରସାଦ ଦାସ
Haraprasad Das at Odia Wikisource meeting,Bhubaneswar.jpg
ଜୟଦେବ ଭବନଠାରେ ଓଡ଼ିଆ ଉଇକିପାଠାଗାର ସଭା ୨୦୧୪ରେ ହରପ୍ରସାଦ ଦାସ
ଜନ୍ମ (1946-01-15) 15 January 1946 (age 73)
ବାଣପୁର
ବୃତ୍ତିଭାରତୀୟ ପ୍ରଶାସନିକ ସେବା ଅଧିକାରୀ
ଜାତୀୟତାଭାରତୀୟ
ଆଞ୍ଚଳିକତାଓଡ଼ିଆ
ଶିକ୍ଷାସ୍ନାତକୋତ୍ତର
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିଗର୍ଭଗୃହ, ହାର୍ମୋନିଅମ୍‌ରେ ତୋଡ଼ି
ପୁରସ୍କାରମୂର୍ତ୍ତିଦେବୀ ପୁରସ୍କାର,
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ହରପ୍ରସାଦ ଦାସ (ଜନ୍ମ ୧୫ ଜାନୁଆରୀ ୧୯୪୬)[୧] ଜଣେ ଓଡ଼ିଆ ସାହିତ୍ୟିକ ଓ ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ।[୨] ସେ ୧୨ଟି କବିତା ଗ୍ରନ୍ଥ,ଚାରୋଟି ଗଦ୍ୟ, ତିନୋଟି ଅନୁବାଦ ଓ ଗୋଟିଏ କଳ୍ପ ଗଳ୍ପ ରଚନା କରିଛନ୍ତି ।[୩]

ବୃତ୍ତିଗତ ଜୀବନ[ସମ୍ପାଦନା]

ହରପ୍ରସାଦ ଦାସ ୧୯୬୮ ମସିହାରେ ଜଣେ "ଭାରତୀୟ ପ୍ରଶାସନିକ ସେବା" ଅଧିକାରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ଓଡ଼ିଶା, ପଶ୍ଚିମ ବଙ୍ଗ, ବିହାର, ମଧ୍ୟ ପ୍ରଦେଶ, ଜମ୍ମୁ ଓ କଶ୍ମୀରଦିଲ୍ଲୀରେ କାର୍ଯ୍ୟକରି ସେ ଅବସର ଗ୍ରହଣ କରିସାରିଛନ୍ତି । କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟରେ ସେ ସର୍ବାଧିକ ସମୟ କାମ କରିଥିଲେ । ସେ ଓଡ଼ିଶାର ଆକାଉଣ୍ଟ ଜେନେରାଲ ଓ ବିହାରର ପ୍ରମୁଖ ଆକାଉଣ୍ଟ ଜେନେରାଲ ଭାବରେ ତଥା ଜାତିସଂଘର ପରାମର୍ଶଦାତା ଓ ବିଶେଷଜ୍ଞ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ରଚନାବଳୀ[ସମ୍ପାଦନା]

ରବୀନ୍ଦ୍ରନାଥଙ୍କ ଠାକୁରଙ୍କ ଗୀତାଞ୍ଜଳି ଓ ଉମର ଖୟାମଙ୍କ ରୁବାୟତର ଓଡ଼ିଆ ଅନୁବାଦ କରିବା ସହ ଶ୍ରୀମଦ ଭାଗବତ ଗୀତାକୁ ସେ ଓଡ଼ିଆ ନବାକ୍ଷରୀ ଛନ୍ଦରେ ରଚନା କରିଛନ୍ତି ।

  • ହାର୍ମୋନିଅମ୍‌ରେ ତୋଡ଼ି
  • ଗର୍ଭଗୃହ[୪]
  • ମନ୍ତ୍ରପାଠ
  • ଦୂରତ୍ୱର ଭ୍ରମ
  • ବଂଶ[୫]
  • ଲୁବ୍ଧକର ତିନି ପ୍ରହର
  • ଖୁଣୀ ଅପ୍ସରା
  • ନାସ୍ତିକର ଭକ୍ତିକବିତା
  • ନିର୍ବାଚିତ କବିତା
  • ଦେଶ
  • ପର୍ବ
  • ନର୍କରେ ଗୋଟିଏ ଋତୁ
  • ସ୍ଥଳପୁରାଣ
  • ଅପାର୍ଥିବ ପ୍ରେମକବିତା
  • ଓମର୍‌ଖୟାମ ରୁବାୟତ
  • ସାଇଚିନ୍ତାମଣି
  • ଆଧୁନିକତାର ପରମ୍ପରା
  • ଆଧୁନିକତାର ସମକାଳ
  • ସଭ୍ୟତା ଓ ସାହିତ୍ୟ
  • ଓଡ଼ିଆ ଜାତିର ଜୀବନକଥା[୬]
  • ଅର୍ଥ ସେ ଦ୍ରୋହ (ହିନ୍ଦୀ)
  • ପ୍ରାର୍ଥନା କେଲେୟେ ଜରୁରୀ ଶବ୍ଦ (ହିନ୍ଦୀ)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Kartik Chandra Dutt (1 January 1999). Who's who of Indian Writers, 1999: A-M. Sahitya Akademi. pp. 274–. ISBN 978-81-260-0873-5.
  2. orissa.gov.in: POETRY
  3. "Haraprasad Das bags Moortidevi Award". Retrieved 3 September 2013. |first= missing |last= (help)
  4. Haraprasāda Dāsa (1 January 2003). The Dark Sanctum. Sahitya Akademi. pp. 3–. ISBN 978-81-260-1696-9.
  5. http://pragativadi.com/Power-list-2014.pdf
  6. http://naveenpatnaik.com/news/-Eminent-writer-Haraprasad-Das-presenting-two-books-SHIVA-IN-MANHATTAN-and-ODIA-JAATIRA-JIVAN-KATHA-to-Chief-Minister-Shri-Naveen-Patnaik-at-Secretariat/2129.html
  7. "ସବ୍ୟସାଚୀଙ୍କୁ କଳିଙ୍ଗରତ୍ନ, ହରପ୍ରସାଦଙ୍କୁ ସାରଳା ସମ୍ମାନ". ଧରିତ୍ରୀ. 27 December 2016. Retrieved 27 December 2016.
  8. "Moortidevi Award for Haraprasad Das". Times Of India. Retrieved 3 September 2013.
  9. hindu.com: Gangadhar Meher award for poet
  10. "Sarala Award Recipients". IMFA. Retrieved 4 March 2017.