Jump to content

ହାଲୋପେରିଡଲ

ଉଇକିପିଡ଼ିଆ‌ରୁ
(Haoperidolରୁ ଲେଉଟି ଆସିଛି)
ହାଲୋପେରିଡଲ
Clinical data
Pronunciation/hælpɛridɒl/
Trade namesହାଲଡଲ
AHFS/Drugs.commonograph
MedlinePlusa682180
Pregnancy
category
  • AU: C
  • US: C (Risk not ruled out)
    Routes of
    administration
    ପାଟିରେ, ମାଂସପେଶୀ ଭିତରେ, ଶୀରାଭିତରେ, ଡିପୋ (ଡେକାନୋଏଟ ଇଷ୍ଟର) ଆକାରରେ
    ATC code
    Legal status
    Legal status
    Identifiers
    • 4-[4-(4-Chlorophenyl)-4-hydroxy-1-piperidyl]-1-(4-fluorophenyl)-butan-1-one
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.142 Edit this at Wikidata
    Chemical and physical data
    FormulaC21H23ClFNO2
    Molar mass375.9 g/mol
    3D model (JSmol)
    • c1cc(ccc1C(=O)CCCN2CCC(CC2)(c3ccc(cc3)Cl)O)F
    • InChI=1S/C21H23ClFNO2/c22-18-7-5-17(6-8-18)21(26)11-14-24(15-12-21)13-1-2-20(25)16-3-9-19(23)10-4-16/h3-10,26H,1-2,11-15H2 checkY
    • Key:LNEPOXFFQSENCJ-UHFFFAOYSA-N checkY
      (verify)

    ହାଲୋପେରିଡଲ ଏକ ମାନସିକ ରୋଗ ବିରୁଦ୍ଧକ ଔଷଧ ଯାହାର ଏକ ବଜାର ନାମ ହାଲଡଲ । [] ସିଜୋଫ୍ରେନିଆ, ଟୁରେଟ ସିଣ୍ଡ୍ରୋମ, ଅଇ ଓ ବାନ୍ତି, ପ୍ରଳାପ, ଉତ୍ତେଜନା, ଆକ୍ୟୁଟ ସାଇକୋସିସଆଲକୋହୋଲ ଉଇଥଡ୍ର‌ୟାଲରେ ହେଉଥିବା ମତିଭ୍ରମ ଇତ୍ୟାଦି ରୋଗରେ ଔଷଧରୂପେ ଦିଆଯାଏ । [][] ଏହି ଔଷଧ ପାଟିବାଟେ, ମାଂସପେଶୀରେ ଇଞ୍ଜେକସନ ଆକାରରେ ଓ ଶୀରାଭିତରେ ଦିଆଯାଏ । ହାଲୋପେରିଡଲ ୩୦ରୁ ୬୦ ମିନିଟ ମଧ୍ୟରେ କାମ କରେ । ଦୀର୍ଘକାର୍ଯ୍ୟକ୍ଷମ ଫର୍ମୁଲା ପ୍ରତି ୪ ସପ୍ତାହରେ ଥରେ ଇଞ୍ଜେକସନ ଆକାରରେ ସିଜୋଫ୍ରେନିଆ ବା ସମ୍ପର୍କୀୟ ରୋଗମାନଙ୍କରେ ଦିଆଯାଏ ଯେଉଁଥିରେ ରୋଗୀ ଔଷଧ ଖାଇବାକୁ ଭୁଲିଯାଏ । []

    ହାଲୋପେରିଡଲ ଦେବା ଫଳରେ ଟାର୍ଡିଭ ଡିସକାଇନେସିଆ, ଏକ ଚଳନ ବେମାରୀ ହୋଇପାରେ ଯାହା ସ୍ଥାୟୀ ଭାବରେ ରହେ । ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମକ୍ୟୁଟି-ଅନ୍ତର ବୃଦ୍ଧି ହୁଏ । ଡିମେନସିଆ ଯୋଗୁ ସାଇକୋସିସ ରୋଗ ହୋଇଥିଲେ ଔଷଧ ଦେବା ଫଳରେ ମୃତ୍ୟୁ ହୋଇପାରେ । [] ଗର୍ଭାବସ୍ଥାରେ ଦେଲେ ଶୁଶୁର ସମସ୍ୟା ହୁଏ । [][] ପାର୍କିନସନ ରୋଗରେ ଏହା ଦିଆଯାଏ ନାହିଁ । []

    ସନ ୧୯୫୮ରେ ପଲ ଜାନସେନ (Paul Janssen) ହାଲୋପେରିଡଲ ଆବିଷ୍କାର କରିଥିଲେ ।[] ମେପେରିଡିନରୁ meperidine ଏହା ପ୍ରସ୍ତୁତ ହୋଇଥିଲା ।.[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [] ଇଂଲଣ୍ଡରେ ଏହି ଔଷଧ ମାନ‌କ ମାତ୍ରା ନିମନ୍ତେ ବାର୍ଷିକ ଖର୍ଚ୍ଚ ୨୦ରୁ ୮୦୦ ପାଉଣ୍ଡ (୩୦ରୁ ୧,୨୫୦ ଆମେରିକୀୟ ଡଲାର) । [][] ଆମେରିକାରେ ଏହା ବାବଦ ଖର୍ଚ୍ଚ ୨୫୦ ଆମେରିକୀୟ ଡଲାର । []ଅତି ସାଧାରଣ ଭାବରେ ଏହି ଔଷଧ ବ୍ୟବ‌ହୃତ ହୁଏ । []

    1. 1 2 3 4 5 6 "Haloperidol". The American Society of Health-System Pharmacists. Retrieved Jan 2, 2015.
    2. Schuckit, MA (27 November 2014). "Recognition and management of withdrawal delirium (delirium tremens)". The New England journal of medicine. 371 (22): 2109–13. PMID 25427113.
    3. "Prescribing medicines in pregnancy database". Australian Government. 3 March 2014. Retrieved Jan 2, 2015.
    4. Sneader, Walter (2005). Drug discovery : a history (Rev. and updated ed.). Chichester: Wiley. p. 124. ISBN 9780471899792.
    5. Ravina, Enrique (2011). The evolution of drug discovery : from traditional medicines to modern drugs (1. Aufl. ed.). Weinheim: Wiley-VCH. p. 62. ISBN 9783527326693.
    6. "WHO Model List of Essential Medicines" (PDF). World Health Organization. October 2013. pp. 7, 35. Retrieved 22 April 2014.
    7. Stein, edited by George; Wilkinson, Greg (2007). Seminars in general adult psychiatry (2. ed.). London: Gaskell. p. 288. ISBN 9781904671442. {{cite book}}: |first1= has generic name (help)
    8. 1 2 Stevens, Andrew (2004). Health care needs assessment : the epidemiologically based needs assessment reviews (2nd ed.). Abingdon: Radcliffe Medical. p. 202. ISBN 9781857758924.
    9. Jeste, Dilip V. (2011). Clinical handbook of schizophrenia (Pbk. ed.). New York: Guilford Press. p. 511. ISBN 9781609182373.