ଗୁଞ୍ଜନ ବିଜୟା
ଦେଖଣା
(Gunjan Vijayaରୁ ଲେଉଟି ଆସିଛି)
ଗୁଞ୍ଜନ ବିଜୟା | |
|---|---|
| ଜନ୍ମ | ୩୧ ଅକ୍ଟୋବର ୧୯୮୫ |
| ବୃତ୍ତି(ସମୂହ) | ଅଭିନେତ୍ରୀ ମଡେଲ୍ |
| ଉଚ୍ଚତା | ୫ ଫୁଟ୍ ୬ ଇଞ୍ଚ୍ |
ଗୁଞ୍ଜନ ବିଜୟା ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ସାହାରା ୱାନ୍ରେ ପ୍ରସାରିତ ହିନ୍ଦୀ ଧାରାବାହିକ ହରେ କାଁଚ କି ଚୁଡ଼ିୟା ଜରିଆରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଅଭିନେତା ବିବେକ ଓବରାୟ ଓ ଫର୍ଦୀନ୍ ଖାନ୍ଙ୍କ ସହିତ ହିନ୍ଦୀ କଥାଚିତ୍ର ପ୍ୟାରେ ମୋହନରେ ଅଭିନୟ କରିଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ସେ ୧୯୮୫ ମସିହାର ଅକ୍ଟୋବର ୩୧ ତାରିଖରେ କଲିକତାରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରଥମେ ଜଣେ ମଡେଲ୍ ଭାବରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ଟିଭିରେ ଅଭିନୟ କରିଥିଲେ ।[୧]
ଟେଲିଭିଜନ
[ସମ୍ପାଦନା]- ୨୦୦୫: ହରେ କାଁଚ କି ଚୁଡ଼ିୟାଁ
- ୨୦୦୬: କାର୍ବନ କପି
- ୨୦୦୬: କ୍ୟୁଁକି ଶାଶ୍ ଭି କଭି ବହୁ ଥି
- ୨୦୧୨: ହିଟ୍ଲର୍ ଦିଦି
- ୨୦୧୩: ବେଇନ୍ତେହା
- ୨୦୧୪: ଗଙ୍ଗା
ଅଭିନୀତ କଥାଚିତ୍ର
[ସମ୍ପାଦନା]- ୨୦୦୬: ପ୍ୟାରେ ମୋହନ
ଆଧାର
[ସମ୍ପାଦନା]- ↑ "Being hated is a lot of fun". dna. 9 August 2006. Retrieved 1 December 2014.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଗୁଞ୍ଜନ ବିଜୟା