Jump to content

ସରକାରୀ ଉଚ୍ଚ ବିଦ୍ୟାଳୟ, ଅଙ୍ଗେଶ୍ୱରପଡ଼ା

Coordinates: 20°03′55″N 86°11′30″E / 20.0651531°N 86.1916674°E / 20.0651531; 86.1916674
ଉଇକିପିଡ଼ିଆ‌ରୁ
(Government High School, Angeswarapadaରୁ ଲେଉଟି ଆସିଛି)
ସରକାରୀ ଉଚ୍ଚ ବିଦ୍ୟାଳୟ, ଅଙ୍ଗେଶ୍ୱରପଡ଼ା
ଅବସ୍ଥାନ
ଅଙ୍ଗେଶ୍ୱରପଡ଼ା, ନାଉଗାଁ, ଜଗତସିଂହପୁର
ଦିଗବାରେଣି 20°03′55″N 86°11′30″E / 20.0651531°N 86.1916674°E / 20.0651531; 86.1916674
ବିବରଣୀ
ପ୍ରତିଷ୍ଠା ୧୯୫୯
ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସ୍ୱାଇଁ
ଶ୍ରେଣୀ ଶ୍ରେଣୀ ୮ମରୁ ୧୦ମ

ସରକାରୀ ଉଚ୍ଚ ବିଦ୍ୟାଳୟ, ଅଙ୍ଗେଶ୍ୱରପଡ଼ା ଓଡ଼ିଶାରେ ଥିବା ଏକ ସରକାରୀ ବିଦ୍ୟାଳୟ । ଏହି ବିଦ୍ୟାଳୟଟି ୧୯୫୯ ମସିହାରେ ପ୍ରତିଷ୍ଠା ହୋଇଥିଲା ।[]

ଅବସ୍ଥିତି

[ସମ୍ପାଦନା]

ଏହି ବିଦ୍ୟାଳୟଟି ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଅନ୍ତର୍ଗତ ଅଙ୍ଗେଶ୍ୱରପଡ଼ା ଗ୍ରାମରେ ଅବସ୍ଥିତ ।[] ଜିଲ୍ଲା ସଦର ମହକୁମା ଠାରୁ ବିଦ୍ୟାଳୟଟି ୨୫ କିଲୋମିଟର ଦୂରରେ ଅବସ୍ଥିତ ।

ଇତିହାସ

[ସମ୍ପାଦନା]

ଏହି ବିଦ୍ୟାଳୟଟି ୧୯୫୯ ମସିହାରେ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ସମୟରେ ସରକାରୀ ଅନୁଦାନ ପାଇଥିଲା । ୨୦୨୩-୨୪ରେ ଏହି ବିଦ୍ୟାଳୟଟି ୫ଟି ଅଧିନରେ ଅନ୍ତର୍ଭୁକ କରାଯାଇ ଆଧୁନିକୀକରଣ କରାଯାଇଥିଲା ।

  1. "ANGESWARPADA H.S. - Angeswarpada District Jagatsinghpur (Orissa)". schools.org.in. Retrieved 2025-06-10.
  2. "Angeswarpada H.S School, Odisha - Admissions, Address, Fees and Reviews 2025". iCBSE (in ଆମେରିକୀୟ ଇଂରାଜୀ). Retrieved 2025-06-10.