Jump to content

ଗ୍ଲାଟିରାମର ଆସେଟେଟ

ଉଇକିପିଡ଼ିଆ‌ରୁ
(Glatiramer acetateରୁ ଲେଉଟି ଆସିଛି)
ଗ୍ଲାଟିରାମର ଆସେଟେଟ
Clinical data
Trade namesCopaxone,[] Glatopa,[] Brabio, others
SynonymsGlatiramer acetate, copolymer 1, Cop-1
AHFS/Drugs.commonograph
MedlinePlusa603016
data
Pregnancy
category
  • AU: B1
  • US: B (No risk in non-human studies)
    Routes of
    administration
    Subcutaneous injection
    Legal status
    Legal status
    Identifiers
    ECHA InfoCard100.248.824 Edit this at Wikidata
    Chemical and physical data
    FormulaC25H45N5O13
    Molar mass୬୨୩.୬୬ g·mol−1
      (verify)

    ଗ୍ଲାଟିରାମର ଆସେଟେଟ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ କୋପାକ୍ସୋନ, ଏକ ଔଷଧ ଯାହା ମଲ୍ଟିପ୍ଲ ସ୍କ୍ଲେରୋସିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ନିର୍ଦ୍ଦିଷ୍ଟ ଭାବେ ଏହା କ୍ଲିନିକାଲି ଆଇସୋଲେଟେଡ ସିଣ୍ଡ୍ରୋମ୍, ରିଲାପସିଙ୍ଗ-ରେମିଟିଙ୍ଗ୍ ରୋଗ ଏବଂ ସକ୍ରିୟ ଦ୍ୱିତୀୟକ ବା ସେକେଣ୍ଡାରୀ ପ୍ରଗତିଶୀଳ ରୋଗମାନଙ୍କରେ ଦିଆଯାଏ ।[] ଚର୍ମ ତଳେ ଏହା ଇଞ୍ଜେକସନ ଆକାରରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକ୍ସନ ନେଇଥିବା ସ୍ଥାନରେ ଯନ୍ତ୍ରଣା, ରାସ, ଅଣନିଶ୍ୱାସ ଏବଂ ଛାତିରେ ଯନ୍ତ୍ରଣା ହୁଏ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଲାଲିମା, ଉଦବେଗ, ଲାଇପୋଟ୍ରୋଫି ଏବଂ ଯକୃତ ସମସ୍ୟା ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ କୌଣସି ସ୍ପଷ୍ଟ କ୍ଷତି ହୋଇନଥିବାବେଳେ, ଏପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[] ଏହା ଗ୍ଲୁଟାମିକ୍ ଏସିଡ୍, ଲାଇସିନ୍, ଆଲାନାଇନ୍ ଏବଂ ଟାଇରୋସିନ୍ ନାମକ ଚାରୋଟି ଆମିନୋ ଏସିଡର ମିଶ୍ରଣ ।[] ଏହା ମାୟେଲିନ ମୌଳିକ ପ୍ରୋଟିନ୍ (MBP) ସହିତ ସମାନ ମନେହୁଏ ଏବଂ ଏହା ବିରୁଦ୍ଧରେ ନିର୍ଦ୍ଦେଶିତ ଆଣ୍ଟିବଡିମାନଙ୍କୁ ନିଷ୍କ୍ରିୟ କରିଥାଏ ବୋଲି ବିଶ୍ୱାସ କରାଯାଏ ।[]

    ୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଗ୍ଲାଟିରାମର ଆସେଟେଟ ଅନୁମୋଦିତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪ ସପ୍ତାହର ଔଷଧ ମୂଲ୍ୟ ୫୧୫ ପାଉଣ୍ଡ ଅଟେ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧,୨୦୦ ଡଲାର ଅଟେ ।[୧୦]

    1. 1 2 3 4 5 "Copaxone- glatiramer acetate injection, solution". DailyMed. 23 July 2020. Archived from the original on 31 October 2021. Retrieved 11 November 2020.
    2. 1 2 "Glatopa- glatiramer acetate injection, solution". DailyMed. 31 July 2020. Archived from the original on 17 November 2020. Retrieved 11 November 2020.
    3. "Brabio 20 mg/mL Solution for Injection, Pre-filled Syringe - Summary of Product Characteristics (SmPC)". (emc). Archived from the original on 17 November 2020. Retrieved 11 November 2020.
    4. "Copaxone 20 mg/ml solution for injection in pre-filled syringe - Summary of Product Characteristics (SmPC)". (emc). 29 September 2020. Archived from the original on 12 November 2020. Retrieved 11 November 2020.
    5. 1 2 3 "Glatiramer Monograph for Professionals". Drugs.com (in ଇଂରାଜୀ). Archived from the original on 27 November 2021. Retrieved 3 December 2021.
    6. "Glatiramer Use During Pregnancy". Drugs.com (in ଇଂରାଜୀ). Archived from the original on 3 December 2020. Retrieved 3 December 2021.
    7. 1 2 Babaesfahani, A; Bajaj, T (January 2021). "Glatiramer". StatPearls. PMID 31082051.
    8. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
    9. BNF 81: March-September 2021. BMJ Group and the Pharmaceutical Press. 2021. p. 898. ISBN 978-0857114105.
    10. "Glatiramer Prices and Glatiramer Coupons - GoodRx". GoodRx. Retrieved 3 December 2021.