ଗୀତା ଗୋପୀନାଥ
ଦେଖଣା
(Gita Gopinathରୁ ଲେଉଟି ଆସିଛି)
ଗୀତା ଗୋପୀନାଥ | |
|---|---|
| ଇଣ୍ଟରନ୍ୟାସନାଲ ମନିଟାରି ଫଣ୍ଡର ମୁଖ୍ୟ ଅର୍ଥନୀତିଜ୍ଞା ପଦବୀ | |
| Taking office ୧ ଜାନୁଆରୀ ୨୦୧୯ | |
| ରାଷ୍ଟ୍ରପତି | ଖ୍ରୀଷ୍ଟିନ ଲାଗାର୍ଡ଼ |
| ପୂର୍ବ ଅଧିକାରୀ | ମରିସ ଅବଷ୍ଟଫେଲ୍ଡ଼ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୮ ଡିସେମ୍ବର ୧୯୭୧ ମହୀଶୂର, ଭାରତ |
| ଶିକ୍ଷା | ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ବି.ଏ., ଏମ.ଏ.) ୱାସିଂଟନ ବିଶ୍ୱବିଦ୍ୟାଳୟ, ସିଆଟଲ (ଏମ.ଏ.) ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟ (ପି.ଏଚ.ଡି.) |
| Academic career | |
| Doctoral advisor | କେନେଥ ରୋଜୋଫ ବେନ ବର୍ଣାଙ୍କ ପିଏର-ଓଲିଭର ଗୁନିଚାସ |
ଗୀତା ଗୋପୀନାଥ (ଜନ୍ମ ୮ ଡିସେମ୍ବର ୧୯୭୧) ଜଣେ ଭାରତୀୟ-ଆମେରିକୀୟ ଅର୍ଥନୀତିଜ୍ଞା । ସେ ୨୦୧୮ ଅକ୍ଟୋବରରେ ଇଣ୍ଟରନ୍ୟାସନାଲ ମନିଟାରି ଫଣ୍ଡର ଚିଫ ଇକୋନୋମିଷ୍ଟ ଭାବେ ନିଯୁକ୍ତ ହୋଇଥିଲେ । ସେ ନ୍ୟାସନାଲ ବ୍ୟୁରୋ ଅଫ ଇକୋନୋମିକ ରିସର୍ଚରେ ଆନ୍ତର୍ଜାତୀୟ ବିତ୍ତ ଓ ମାକ୍ରୋଇକୋନୋମିକ୍ସ ପ୍ରୋଗ୍ରାମର ଉପନିର୍ଦ୍ଦେଶିକା ।[୧][୨][୩] ତାଙ୍କର ଗବେଷଣା ଆନ୍ତର୍ଜାତୀୟ ବିତ୍ତ ଓ ମାକ୍ରୋଇକୋନୋମିକ୍ସ ଉପରେ ପର୍ଯ୍ୟବସିତ । ସେ କେରଳ ମୁଖ୍ୟମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ଥିଲେ ।
ଆଧାର
[ସମ୍ପାଦନା]- ↑ "Christine Lagarde Appoints Gita Gopinath as IMF Chief Economist". International Monetary Fund. 1 October 2018. Retrieved 4 October 2018.
- ↑ "IMF appoints India-born Gita Gopinath as Chief Economist". The Times of India. 1 October 2018. Retrieved 3 October 2018.
- ↑ "Harvard Economist Gita Gopinath Appointed Chief Economist At International Monetary Fund". Headlines Today. Archived from the original on 2 October 2018. Retrieved 2 October 2018.