ଗିନ୍ନି ବିରଦୀ
ଦେଖଣା
(Ginnie Virdiରୁ ଲେଉଟି ଆସିଛି)
ଗିନ୍ନି ବିରଦୀ | |
|---|---|
| ଜନ୍ମ | ଭାରତ |
| ଜାତୀୟତା | ଭାରତୀୟ |
| ବୃତ୍ତି | ଅଭିନେତ୍ରୀ |
| ସକ୍ରିୟ ବର୍ଷ | ଏବେଯାଏଁ |
| ପ୍ରସିଦ୍ଧି | ଉଡ଼ାନ |
ଗିନ୍ନି ବିରଦୀ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ରିସ୍ତୋଁ କେ ଭନ୍ୱାର ମେଁ ଉଲଝି ନିୟତି,[୧] ରବ୍ ସେ ସୋହାନା ଇସ୍କ,[୧] ଓ ହାଜିର ଜୱାବ ବିରବଲ ଭଳି ହିନ୍ଦୀ ଧାରାବାହିକରେ ସେ କାମ କରିଛନ୍ତି । ସେ ଉଡ଼ାନ ଧାରାବାହିକରେ ମଧ୍ୟ କାମ କରିଥିଲେ ।[୨]
ଅଭିନୀତ ଧାରାବାହିକ
[ସମ୍ପାଦନା]- ସିଆଇଡି
- ଗଣେଶ ଲୀଲା
- ଆଖିର ବହୂ ଭି ତୋ ବେଟ ହୀ ହୈ
- ରିସ୍ତୋଁ କେ ଭନୱାର ମେଁ ଉଲଝି ନିୟତି
- ରବ୍ ସେ ସୋହାନା ଇସ୍କ
- ହାଜିର ଜୱାବ ବିରବଲ
- ଉଡ଼ାନ
- ପାପା ବାଏ ଚାନ୍ସ
- କର୍ମାଧିକାରୀ ଶନିଦେବ
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Ginnie Virdi in Rab Se Sona Isshq". The Times of India. 17 June 2012. Retrieved 3 March 2016.
- ↑ "Lehenga choli clinches the deal for Ginnie". The Times of India. 23 August 2015. Retrieved 3 March 2016.