Jump to content

ଫଲଭେଷ୍ଟ୍ରାଣ୍ଟ

ଉଇକିପିଡ଼ିଆ‌ରୁ
(Fulvestrantରୁ ଲେଉଟି ଆସିଛି)
ଫଲଭେଷ୍ଟ୍ରାଣ୍ଟ
Clinical data
Pronunciation/fʊlˈvɛstrənt/
fuul-VES-trənt
Trade namesFaslodex, others
SynonymsICI-182780; ZD-182780; ZD-9238; 7α-[9-[(4,4,5,5,5-Pentafluoropentyl)-sulfinyl]nonyl]estra-1,3,5(10)-triene-3,17β-diol
AHFS/Drugs.commonograph
data
Pregnancy
category
  • AU: D
  • D
Routes of
administration
Intramuscular injection
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
  • ℞ (Prescription only)
Pharmacokinetic data
BioavailabilityLow[]
Protein binding99%[]
MetabolismHydroxylation, conjugation (glucuronidation, sulfation)[]
Elimination half-lifeIM: 40–50 days[]
Identifiers
  • (7R,8R,9S,13S,14S,17S)-13-methyl-7-[9-(4,4,5,5,5-pentafluoropentylsulfinyl)nonyl]-6,7,8,9,11,12,14,15,16,17-decahydrocyclopenta[a]phenanthrene-3,17-diol
ECHA InfoCard100.170.955 Edit this at Wikidata
Chemical and physical data
FormulaC32H47F5O3S
Molar mass୬୦୬.୭୮ g·mol−1
3D model (JSmol)
  • FC(F)(F)C(F)(F)CCCS(=O)CCCCCCCCCC3Cc1c(ccc(O)c1)[C@H]2CC[C@]4([C@H]([C@@H]23)CC[C@@H]4O)C
  • InChI=1S/C32H47F5O3S/c1-30-17-15-26-25-12-11-24(38)21-23(25)20-22(29(26)27(30)13-14-28(30)39)10-7-5-3-2-4-6-8-18-41(40)19-9-16-31(33,34)32(35,36)37/h11-12,21-22,26-29,38-39H,2-10,13-20H2,1H3/t22-,26-,27+,28+,29-,30+,41?/m1/s1
  • Key:VWUXBMIQPBEWFH-WCCTWKNTSA-N
  (verify)

ଫଲଭେଷ୍ଟ୍ରାଣ୍ଟ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଫାସଲୋଡେକ୍ସ, ଏକ ଔଷଧ ଯାହା ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ନିର୍ଦ୍ଦିଷ୍ଟ ଭାବରେ ଏହା ହରମୋନ୍ ରିସେପ୍ଟର (HR) ସକରାତ୍ମକ କ୍ଷେତ୍ରରେ ବ୍ୟବହୃତ ହୁଏ ।[] [] ଏହା ମାଂସପେଶୀରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ମୁଣ୍ଡବିନ୍ଧା, ଯନ୍ତ୍ରଣା, ଗରମ ଫ୍ଲସ, କାଶ, ଫୁଲା, ରାସ ଏବଂ ଶୋଇବାରେ ଅସୁବିଧା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ସ୍ୱଳ୍ପ ଲୋହିତ ରକ୍ତ କଣିକା, ଥ୍ରୋମ୍ବୋସାଇଟିପେନିଆ, ସଂକ୍ରମଣ ଏବଂ ଯକୃତ ସମସ୍ୟା ହୋଇପାରେ ।[] ଏହା ଗର୍ଭଧାରଣ କିମ୍ବା ସ୍ତନ୍ୟପାନର ସସମୟରେ ବ୍ୟବହାର କରାଯିବା ଉଚିତ୍ ନୁହେଁ ।[] ଏହା ଏକ ସିଲେକ୍ଟିଭ୍ ଇଷ୍ଟ୍ରୋଜେନ୍ ରିସେପ୍ଟର ଡିଗ୍ରେଡର୍ (SERD) ଯାହା ଇଷ୍ଟ୍ରୋଜେନ୍ ରିସେପ୍ଟର ସହିତ ବାନ୍ଧନ ଯୁକ୍ତ ହୋଇ ସେମାନଙ୍କର ବିନାଶ କରାଏ ।[]

୨୦୦୨ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୪ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଫଲଭେଷ୍ଟ୍ରାଣ୍ଟ ଅନୁମୋଦିତ ହୋଇଥିଲା ।[] [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ୨୦୨୧ରେ ଡୋଜ ପିଛା ୫୨୦ ପାଉଣ୍ଡ ଖର୍ଚ୍ଚ ହୁଏ ।[]ଯୁକ୍ତରାଷ୍ଟ୍ରରେ ଏହି ରାଶିପରିମାଣର ମୁଲ୍ୟ ପ୍ରାୟ ୧୦୦ ଡଲାର ।[]

  1. 1 2 3 4 Dörwald FZ (4 February 2013). Lead Optimization for Medicinal Chemists: Pharmacokinetic Properties of Functional Groups and Organic Compounds. John Wiley & Sons. pp. 486–. ISBN 978-3-527-64565-7. Archived from the original on 10 October 2021. Retrieved 19 September 2021.
  2. 1 2 3 4 "Fulvestrant". The American Society of Health-System Pharmacists. Archived from the original on 2 February 2017. Retrieved 8 January 2021.
  3. "DailyMed - FULVESTRANT injection, solution". dailymed.nlm.nih.gov. Archived from the original on 12 December 2021. Retrieved 12 December 2021.
  4. 1 2 3 4 "Faslodex". Archived from the original on 19 October 2021. Retrieved 12 December 2021.
  5. Lai AC, Crews CM (February 2017). "Induced protein degradation: an emerging drug discovery paradigm". Nature Reviews. Drug Discovery. 16 (2): 101–114. doi:10.1038/nrd.2016.211. PMC 5684876. PMID 27885283.
  6. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 996. ISBN 978-0857114105.
  7. "Faslodex Prices and Faslodex Coupons - GoodRx". GoodRx. Retrieved 12 December 2021.