Jump to content

ଫିଡାକ୍ସୋମାଇସିନ

ଉଇକିପିଡ଼ିଆ‌ରୁ
(Fidaxomicinରୁ ଲେଉଟି ଆସିଛି)
ଫିଡାକ୍ସୋମାଇସିନ
Clinical data
Trade namesDificid, Dificlir
SynonymsClostomicin B1, lipiarmicin, lipiarmycin, lipiarmycin A3, OPT-80, PAR 01, PAR-101, tiacumicin B
AHFS/Drugs.commonograph
data
Pregnancy
category
    Routes of
    administration
    By mouth
    Legal status
    Legal status
    Pharmacokinetic data
    BioavailabilityMinimal systemic absorption[]
    Elimination half-life11.7 ± 4.80 hours[]
    ExcretionUrine (<1%), faeces (92%)[]
    Identifiers
    • 3-(((6-Deoxy-4-O-(3,5-dichloro-2-ethyl-4,6-dihydroxybenzoyl)-2-O-methyl-β-D-mannopyranosyl)oxy)-methyl)-12(R)-[(6-deoxy-5-C-methyl-4-O-(2-methyl-1-oxopropyl)-β-D-lyxo-hexopyranosyl)oxy]-11(S)-ethyl-8(S)-hydroxy-18(S)-(1(R)-hydroxyethyl)-9,13,15-trimethyloxacyclooctadeca-3,5,9,13,15-pentaene-2-one
    ECHA InfoCard100.220.590 Edit this at Wikidata
    Chemical and physical data
    FormulaC52H74Cl2O18
    Molar mass୧,୦୫୮.୦୫ g·mol−1
    3D model (JSmol)
    • CC[C@H]1/C=C(/[C@H](C/C=C/C=C(/C(=O)O[C@@H](C/C=C(/C=C(/[C@@H]1O[C@H]2[C@H]([C@H]([C@@H](C(O2)(C)C)OC(=O)C(C)C)O)O)\C)\C)[C@@H](C)O)\CO[C@H]3[C@H]([C@H]([C@@H]([C@H](O3)C)OC(=O)C4=C(C(=C(C(=C4O)Cl)O)Cl)CC)O)OC)O)\C
    • InChI=1S/C52H74Cl2O18/c1-13-30-22-26(6)33(56)18-16-15-17-31(23-66-51-45(65-12)42(61)44(29(9)67-51)69-49(64)35-32(14-2)36(53)39(58)37(54)38(35)57)48(63)68-34(28(8)55)20-19-25(5)21-27(7)43(30)70-50-41(60)40(59)46(52(10,11)72-50)71-47(62)24(3)4/h15-17,19,21-22,24,28-30,33-34,40-46,50-51,55-61H,13-14,18,20,23H2,1-12H3/b16-15+,25-19+,26-22+,27-21+,31-17+/t28-,29-,30+,33+,34+,40-,41+,42+,43+,44-,45+,46+,50-,51-/m1/s1 ☒N
    • Key:ZVGNESXIJDCBKN-UUEYKCAUSA-N ☒N
      (verify)

    ଫିଡାକ୍ସୋମାଇସିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଡିଫିସିଡ, ହେଉଛି ଏକ ଆଣ୍ଟିବାୟୋଟିକ୍ ଯାହା କ୍ଲୋଷ୍ଟ୍ରିଡିଓଡେସ ଡିଫିସିଲ ତରଳ ଝାଡ଼ା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଗୁରୁତର ରୋଗରେ ଏହାର ସୀମିତ ବ୍ୟବହାର ହୁଏ ଏବଂ ଏହି କ୍ଷେତ୍ରରେ ଭାଙ୍କୋମାଇସିନ ଅଧିକ ପସନ୍ଦ କରାଯାଏ ।[][]

    ଏହି ଔଷଧ ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟରେ ରକ୍ତସ୍ରାବ, ପେଟ ଯନ୍ତ୍ରଣା, ଆଲର୍ଜି ପ୍ରତିକ୍ରିୟା ଏବଂ ଯକୃତ ସମସ୍ୟା ହୋଇପାରେ ।[] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଏକ ମାକ୍ରୋସାଇକ୍ଲିକ୍ ଯାହା ବ୍ୟାକ୍ଟେରିଆର ଆରଏନଏ ପଲିମେରେଜକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[] []

    ୨୦୧୧ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫିଡାକ୍ସୋମାଇସିନ ଅନୁମୋଦିତ ହୋଇଥିଲା ।[][] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ଚିକିତ୍ସା ବାବଦ ଖର୍ଚ୍ଚ ପ୍ରାୟ 1350 ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହାର ଖର୍ଚ୍ଚ ୪,୧୫୦ ଡଲାର ଅଟେ । [] ଏହା ଆକ୍ଟିନୋମାଇସେଟ୍ ଡାକ୍ଟଲୋସ୍ପୋରାଞ୍ଜିଅମ ଅରାଣ୍ଟିକମରୁ ପ୍ରସ୍ତୁତ ହୁଏ ।[]

    1. "Dificlir EPAR". European Medicines Agency (EMA). Archived from the original on 28 January 2021. Retrieved 18 January 2021.
    2. 1 2 3 "Dificid" (PDF). TGA eBusiness Services. Specialised Therapeutics Australia Pty Ltd. 23 April 2013. Archived from the original on 19 January 2021. Retrieved 31 March 2014.
    3. 1 2 3 4 5 6 BNF 81: March-September 2021. BMJ Group and the Pharmaceutical Press. 2021. p. 607. ISBN 978-0857114105.
    4. "Fidaxomicin Monograph for Professionals". Drugs.com (in ଇଂରାଜୀ). Archived from the original on 28 February 2020. Retrieved 10 December 2021.
    5. 1 2 3 "Dificlir". Archived from the original on 28 January 2021. Retrieved 10 December 2021.
    6. 1 2 "Dificid- fidaxomicin tablet, film coated Dificid- fidaxomicin granule, for suspension". DailyMed. 18 February 2020. Archived from the original on 7 August 2020. Retrieved 26 March 2020.
    7. "Fidaxomicin Monograph for Professionals". Drugs.com (in ଇଂରାଜୀ). Archived from the original on 28 February 2020. Retrieved 10 December 2021.
    8. "Fidaxomicin Prices, Coupons & Savings Tips - GoodRx". GoodRx. Archived from the original on 29 October 2016. Retrieved 10 December 2021.