Jump to content

ଫାମସାଇକ୍ଲୋଭିର

ଉଇକିପିଡ଼ିଆ‌ରୁ
(Famciclovirରୁ ଲେଉଟି ଆସିଛି)
ଫାମସାଇକ୍ଲୋଭିର
Clinical data
Pronunciation/ˌfæmˈsklˌvɪər/[]
Trade namesFamvir, others
AHFS/Drugs.commonograph
MedlinePlusa694038
Pregnancy
category
  • AU: B1
  • US: B (No risk in non-human studies)
    Routes of
    administration
    By mouth
    Legal status
    Legal status
    • AU: S3 (Pharmacist only)
    • UK: POM (Prescription only)
    • US: ℞-only
    Pharmacokinetic data
    Bioavailability75–77%
    Protein binding20–25%
    MetabolismLiver, circulation, intestinal wall (to penciclovir)
    Elimination half-life2–2.3 hours
    ExcretionKidney, faecal
    Identifiers
    • 2-[(acetyloxy)methyl]-4-(2-amino-9H-purin-9-yl)butyl acetate
    ECHA InfoCard100.158.713 Edit this at Wikidata
    Chemical and physical data
    FormulaC14H19N5O4
    Molar mass୩୨୧.୩୪ g·mol−1
    3D model (JSmol)
    Melting point103 °C (217 °F)
    • O=C(OCC(COC(=O)C)CCn1c2nc(ncc2nc1)N)C
    • InChI=1S/C14H19N5O4/c1-9(20)22-6-11(7-23-10(2)21)3-4-19-8-17-12-5-16-14(15)18-13(12)19/h5,8,11H,3-4,6-7H2,1-2H3,(H2,15,16,18) checkY
    • Key:GGXKWVWZWMLJEH-UHFFFAOYSA-N checkY
      (verify)

    ଫାମସାଇକ୍ଲୋଭିର (ଇଂରାଜୀ ଭାଷାରେ Famciclovir), ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଫାମ‌ଭିର (Famvir), ହେଉଛି ଏକ ଔଷଧ ଯାହା ହର୍ପିସ୍ ଜୋଷ୍ଟର ଏବଂ ହର୍ପିସ୍ ସିମ୍ପ୍ଲେକ୍ସ ରୋଗମାନଙ୍କରେ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ଜେନିଟାଲ ହର୍ପିସ ଏବଂ ହର୍ପିସ ଲେବିଆଲିସ ରୋଗ ପାଇଁ ବ୍ୟବହୃତ ହୁଏ ଏବଂ ସକ୍ରିୟ ରୋଗର ଚିକିତ୍ସା ତଥା ବିସ୍ତାରକୁ ରୋକିବା ପାଇଁ ବ୍ୟବହୃତ ହୋଇପାରେ ।[] ଏହା ପାଟିରେ ଦିଆଯାଏ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଅଇ, ଏବଂ ତରଳ ଝାଡ଼ା ହୋଇପାରେ ।[] ବୃକ୍‌କ ସମସ୍ୟା ଥିଲେ ସ୍ୱଳ୍ପ ମାତ୍ରା ବ୍ୟବହାର କରାଯାଇପାରେ ।[] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ ଏହାର ବ୍ୟବହାରର ଅଧ୍ୟୟନ ଭଲ ଭାବରେ କରାଯାଇ ନାହିଁ ।[] ଏହା ପେନସାଇକ୍ଲୋଭିରର ଏକ ପ୍ରୋଡ୍ରଗ ।[] ଏହା ଏକ ଗୁଆନୋସିନ୍ ଆନାଲଗ ସୃଷ୍ଟି କରେ ଯାହା ଫଳରେ ଡିଏନଏ ପଲିମରେଜ ଅବରୋଧ ହୋଇଥାଏ []

    ଫାମସାଇକ୍ଲୋଭିର ୧୯୮୩ ମସିହାରେ ପ୍ୟାଟେଣ୍ଟ ହୋଇଥିଲା ଏବଂ ୧୯୯୪ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ୫୦୦ ମିଗ୍ରା ବିଶିଷ୍ଟ ୧୪ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ୨୮୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୬ ଡଲାର ଅଟେ ।[]

    1. "Famciclovir". Merriam-Webster Dictionary.
    2. 1 2 3 "Famciclovir". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 15 May 2021. Retrieved 10 December 2021.
    3. 1 2 3 4 "Famciclovir Monograph for Professionals". Drugs.com (in ଇଂରାଜୀ). Archived from the original on 16 November 2021. Retrieved 10 December 2021.
    4. "Famciclovir (Famvir) Use During Pregnancy". Drugs.com (in ଇଂରାଜୀ). Archived from the original on 29 November 2020. Retrieved 10 December 2021.
    5. Long SS, Pickering LK, Prober CG (2012). Principles and Practice of Pediatric Infectious Disease. Elsevier Health Sciences. p. 1502. ISBN 978-1437727029. Archived from the original on 2019-12-29. Retrieved 2020-12-06.
    6. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 504. ISBN 9783527607495. Archived from the original on 2016-12-20. Retrieved 2020-12-06.
    7. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 675. ISBN 978-0857114105.
    8. "Famciclovir Prices, Coupons & Savings Tips - GoodRx". GoodRx. Retrieved 10 December 2021.