ଏକ୍ସକ୍ୟୁଜ ମି

ଉଇକିପିଡ଼ିଆ ରୁ
(Excuse Me ରୁ ଲେଉଟି ଆସିଛି)
Jump to navigation Jump to search
ଏକ୍ସକ୍ୟୁଜ ମି
ନିର୍ଦ୍ଦେଶକଉମେଶ ଦାଶ
ପ୍ରଯୋଜକରୋନକ ଦାଶ
ସଂଳାପସଞ୍ଜୟ ମହାକୁଳ
ଚିତ୍ରନାଟ୍ୟଉମେଶ ଦାଶ
କାହାଣୀସଞ୍ଜୟ ମହାକୁଳ
କଳାକାରରୋନକ ଦାଶ
ମେଘା ମହାନ୍ତି
ମିହିର ଦାସ
ଅନୀତା ଦାସ
ସଲିଲ ମିତ୍ର
ସରୋଜ ଦାସ
ବୀଣା ମହାରଣା
ସଙ୍ଗୀତଶରତ ନାୟକ
ଚିତ୍ରଗ୍ରହଣମଲ୍ଲିକାର୍ଜୁନ
ସମ୍ପାଦକସୌମ୍ୟ ସୋଭନ ନାୟକ
ମୁକ୍ତିଲାଭ ତାରିଖ
୨୦ ଜୁଲାଇ ୨୦୧୮
ଦେଶ ଭାରତ
ଭାଷାଓଡ଼ିଆ

ଏକ୍ସକ୍ୟୁଜ ମି, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨][୩] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରୋନକ ଦାଶ ।[୪] ସଞ୍ଜୟ ମହାକୁଳ ଏହି କଥାଚିତ୍ରଟିର କାହଣୀ ଓ ସଂଳାପ ରଚନା କରିଥିଲେ ।[୪] ରମେଶ ଦାଶ କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୫] ଲୁବୁନ ଟୁବୁନ ଓ ଅମିତ ଏହି କଥାଚିତ୍ରଟିର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।[୪]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରୋନକ ଦାଶ ଓ ମେଘା ମହାନ୍ତି ।[୫] ମିହିର ଦାସ, ଅନୀତା ଦାସ, ସଲିଲ ମିତ୍ର, ସରୋଜ ଦାସ, ବୀଣା ମହାରଣା, ଧୀର ମଲ୍ଲିକ, ବୈଶାଳୀ, କାଳିଆ, ରବି ମିଶ୍ର, ଟନିଆ, ଭବାନୀ, ଅର୍ପଣ, ଶର୍ମିଷ୍ଠା ଆଦି କଳାକାରମାନେ କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪][୬]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ ।[୫] ଦେବୀଦତ୍ତ ମହାନ୍ତି, ସଞ୍ଜୟ ମହାକୁଳ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୪] ସୁବ୍ରତ, ଅସୀମା ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."କେମିତି କେମିତି"   
2."ଓଭର୍‌ଫ୍ଲୋ"ସଞ୍ଜୟ ମହାକୁଳଅସୀମା ପଣ୍ଡା 
3."ସାଙ୍ଗ ବାହାଘର ଆଜି"ସଞ୍ଜୟ ମହାକୁଳସୁବ୍ରତ 

ଆଧାର[ସମ୍ପାଦନା]

  1. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 29 December 2018. Retrieved 29 December 2018.
  2. "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 2 October 2018. Retrieved 2 October 2018.CS1 maint: Unrecognized language (link)
  3. "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍‌ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 4 September 2018. Retrieved 4 September 2018.
  4. ୪.୦ ୪.୧ ୪.୨ ୪.୩ ୪.୪ "Odia Film EXCUSE ME going to be hit the theater in the month of July". Odisha News Times. 2 July 2018. Retrieved 31 August 2018.
  5. ୫.୦ ୫.୧ ୫.୨ "ଫେରୁଛନ୍ତି ଏହି ନାୟକ | Sambad". Sambad. 28 January 2018. Retrieved 31 August 2018.
  6. "Odia Movies List 2018". OdiaLive. Archived from the original on 30 December 2018. Retrieved 30 December 2018.

ବାହାର ଆଧାର[ସମ୍ପାଦନା]