Jump to content

ଏର୍ଟାପେନେମ

ଉଇକିପିଡ଼ିଆ‌ରୁ
(Ertapenemରୁ ଲେଉଟି ଆସିଛି)
ଏର୍ଟାପେନେମ
Clinical data
Trade namesInvanz, others
AHFS/Drugs.commonograph
MedlinePlusa614001
data
Pregnancy
category
    Routes of
    administration
    Intramuscular, intravenous
    Legal status
    Legal status
    Pharmacokinetic data
    Bioavailability90% (intramuscular)
    Protein bindingInversely proportional to concentration; 85 to 95%
    MetabolismHydrolysis of beta-lactam ring, CYP not involved
    Elimination half-life4 hours
    ExcretionKidney (80%) and fecal (10%)
    Identifiers
    • (4R,5S,6S)-3-[(3S,5S)-5-[(3-carboxyphenyl)carbamoyl]pyrrolidin-3-yl]sulfanyl-6-(1-hydroxyethyl)-4-methyl-7-oxo-1-azabicyclo[3.2.0]hept-2-ene-2-carboxylic acid
    Chemical and physical data
    FormulaC22H25N3O7S
    Molar mass୪୭୫.୫୨ g·mol−1
    3D model (JSmol)
    • O=C(O)c1cc(ccc1)NC(=O)[C@H]4NC[C@@H](S\C3=C(\N2C(=O)[C@H]([C@H](O)C)[C@H]2[C@H]3C)C(=O)O)C4
    • InChI=1S/C22H25N3O7S/c1-9-16-15(10(2)26)20(28)25(16)17(22(31)32)18(9)33-13-7-14(23-8-13)19(27)24-12-5-3-4-11(6-12)21(29)30/h3-6,9-10,13-16,23,26H,7-8H2,1-2H3,(H,24,27)(H,29,30)(H,31,32)/t9-,10-,13+,14+,15-,16-/m1/s1 checkY
    • Key:JUZNIMUFDBIJCM-ANEDZVCMSA-N checkY
      (verify)

    ଏର୍ଟାପେନେମ, ଏକ ବିକ୍ରୟ ନାମ ଇନଭାଞ୍ଜ, ଏକ ଔଷଧ ଅଟେ ଯାହା ଉଦର ସଂକ୍ରମଣ, ନିମୋନିଆ, ଉର୍ଦ୍ଧ୍ୱ ମହିଳା ପ୍ରଜନନ ପ୍ରଣାଳୀ, ମୂତ୍ରାଙ୍ଗ ପ୍ରଣାଳୀ, ଓ ମଧୁମେହ ପାଦ ସଂକ୍ରମଣରେ ଦିଆଯାଏ ।[][] ଏହା ମାଂସପେଶୀ ବା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ମୁଣ୍ଡବିନ୍ଧା, ରାସ, ଏବଂ ପ୍ରସବ ସ୍ଥଳରେ ଯନ୍ତ୍ରଣା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଲୋଷ୍ଟ୍ରିଡିୟମ୍ ଡିଫିସିଲ-ଆସୋସିଏଟେଡ୍ କୋଲାଇଟିସ୍, ବାତ ଏବଂ ଆନାଫାଇଲାକ୍‌ସିସ ସହିତ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[] ଗର୍ଭଧାରଣ ସମୟରେ ଏବଂ ସ୍ତନ୍ୟପାନ କରାଇବା ନିରାପଦ ମନେହୁଏ, କିନ୍ତୁ ଭଲ ଅଧ୍ୟୟନ କରାଯାଇ ନାହିଁ ।[] ଏହା କାର୍ବାପେନେମ ପରିବାରର ଏକ ଔଷଧ ଯାହା ଯୋଗୁ ସାଧାରଣତଃ ଜୀବାଣୁଙ୍କର ମୃତ୍ୟୁ ହୋଇଥାଏ ।[]

    ୨୦୦୧ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୨ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏର୍ଟାପେନେମ ଅନୁମୋଦିତ ହୋଇଥିଲା ।[] [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ଅଟେ। [] ଯୁକ୍ତରାଜ୍ୟରେ ଏକ ମାତ୍ରା ଔଷଧ ମୂଲ୍ୟ ପ୍ରାୟ ୩୨ ପାଉଣ୍ଡ ଖର୍ଚ୍ଚ ହୁଏ ।[] ଯୁକ୍ତରାଷ୍ଟ୍ରରେ 2021 ସୁଦ୍ଧା ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୩୪ ଡଲାର ଅଟେ ।[]

    1. 1 2 "Ertapenem (Invanz) Use During Pregnancy". Drugs.com. 24 January 2020. Archived from the original on 24 September 2020. Retrieved 29 July 2020.
    2. "Summary for ARTG Entry:81449 Invanz ertapenem (as sodium) 1g powder for injection vial" (PDF). Retrieved 29 July 2020.[permanent dead link]
    3. "Invanz 1g powder for concentrate for solution for infusion - Summary of Product Characteristics (SmPC)". (emc). Archived from the original on 20 September 2020. Retrieved 29 July 2020.
    4. "Invanz- ertapenem sodium injection, powder, lyophilized, for solution". DailyMed. 13 February 2020. Archived from the original on 24 February 2021. Retrieved 29 July 2020.
    5. 1 2 3 "Invanz EPAR". European Medicines Agency (EMA). Archived from the original on 12 November 2020. Retrieved 29 July 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
    6. 1 2 3 4 "Ertapenem Monograph for Professionals". Drugs.com (in ଇଂରାଜୀ). Archived from the original on 19 January 2021. Retrieved 23 July 2021.
    7. 1 2 3 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 548. ISBN 978-0-85711-369-6.{{cite book}}: CS1 maint: date format (link)
    8. "Ertapenem (Invanz) Use During Pregnancy". Drugs.com (in ଇଂରାଜୀ). Archived from the original on 24 September 2020. Retrieved 23 July 2021.
    9. "Ertapenem Prices and Ertapenem Coupons - GoodRx". GoodRx. Archived from the original on 3 May 2016. Retrieved 23 July 2021.