Jump to content

ଦୁସୁନ ଉଇକିପିଡ଼ିଆ

ଉଇକିପିଡ଼ିଆ‌ରୁ
(Dusun Wikipediaରୁ ଲେଉଟି ଆସିଛି)
Favicon of Wikipedia ଦୁସୁନ ଉଇକିପିଡ଼ିଆ
Logo of the Dusun Wikipedia
Screenshot
ୟୁ.ଆର.ଏଲdtp.wikipedia.org
ବ୍ୟବସାୟିକଚାରିଟେବୁଲ୍
ସାଇଟର ପ୍ରକାରଇଣ୍ଟରନେଟ ଏନସାଇକ୍ଲୋପିଡ଼ିଆ ପ୍ରକଳ୍ପ
ରେଜେଷ୍ଟ୍ରିକରଣବାଧ୍ୟତାମୂଳକ ନୁହେଁ
ମିଳୁଥିବା ଭାଷାଦୁସୁନ ଭାଷା
କଣ୍ଟେଣ୍ଟ ଲାଇସେନ୍ସCreative Commons Attribution/
Share-Alike
4.0
(most text also dual-licensed under GFDL)
Media licensing varies
ମାଲିକଉଇକିମିଡିଆ ଫାଉଣ୍ଡେସନ

ଦୁସୁନ ଉଇକିପିଡ଼ିଆ ଉଇକିପିଡ଼ିଆର ଦୁସୁନ ଭାଷାର ସଂସ୍କରଣ ।[] ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୨୪ ମସିହାର ମଇ ୨୮ ତାରିଖରେ ଆରମ୍ଭ କରାଯାଇଥିଲା । ଜାନୁଆରୀ ୨୦୨୬ ସୁଦ୍ଧା ଏଥିରେ ୧,୭୭୨ଟି ପ୍ରସଙ୍ଗ ଥିଲା ଏବଂ ୨,୪୭୯ ଜଣ ପଞ୍ଜୀକୃତ ସଦସ୍ୟ ଓ ଦୁଇଜଣ ପରିଚ୍ଛା ଥିଲେ ।[]

  1. "List of Wikipedias - Meta-Wiki". meta.wikimedia.org (in ଇଂରାଜୀ). Retrieved 2026-01-17.
  2. ପରିସଂଖ୍ୟାନ

ବାହାର ଲିଙ୍କ୍

[ସମ୍ପାଦନା]