ଡ୍ରୋନଡାରୋନ
| Clinical data | |
|---|---|
| Trade names | Multaq |
| Synonyms | Dronedarone hydrochloride, SR33589 |
| AHFS/Drugs.com | monograph |
| MedlinePlus | a609034 |
| data |
|
| Pregnancy category | |
| Routes of administration | By mouth |
| Legal status | |
| Legal status | |
| Pharmacokinetic data | |
| Bioavailability | 15% (with a high-fat meal)[୧] |
| Protein binding | >98% |
| Metabolism | Extensive liver (mainly by CYP3A) |
| Elimination half-life | 13–19 hours |
| Excretion | Feces (84%), urine (~6%) |
| Identifiers | |
| |
| ECHA InfoCard | 100.109.411 |
| Chemical and physical data | |
| Formula | C31H44N2O5S |
| Molar mass | ୫୫୬.୭୬ g·mol−1 |
| 3D model (JSmol) | |
| |
| |
| (verify) | |
,
ଡ୍ରୋନଡାରୋନ, ଏକ ବେପାର ନାମ ମଲ୍ଟାକ, ହେଉଛି ଏକ ଔଷଧ ଯାହା ଅନିୟମିତ ହୃତ୍ ସ୍ପନ୍ଦନ ଥିବା ବା ଆଟ୍ରିଆଲ୍ ଫାଇବ୍ରିଲେସନ୍ ଇତିହାସ ଥିବା ଲୋକଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଆମିଓଡାରୋନ୍ ଭଳି କାମ ନ କରିପାରିଲେ ମଧ୍ୟ ନିରାପଦ ହୋଇପାରେ ।[୨] ଯେଉଁମାନେ ସର୍ବଦା ଆଟ୍ରିଆଲ୍ ଫାଇବ୍ରିଲେସନରେ ଥାଆନ୍ତି ସେମାନଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[୨] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ପେଟ ଯନ୍ତ୍ରଣା ଏବଂ ଦୁର୍ବଳତା ଅନୁଭବ ହୁଏ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ହାଇପୋକାଲେମିଆ ବା କମ୍ ପୋଟାସିଅମ୍, କମ୍ ମ୍ୟାଗ୍ନେସିୟମ୍ ଏବଂ ବୃକ୍କ ସମସ୍ୟା ହୋଇପାରେ ।[୧] ଏହା ହୃଦ୍ପାତରେ ବ୍ୟବହୃତ ହେବା ଉଚିତ ନୁହେଁ | [୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ | [୧] ଏହା ମୁଖ୍ୟତଃ ଏକ ତୃତୀୟ ଶ୍ରେଣୀର ଆଣ୍ଟିଅରିଥମିକ୍ ଔଷଧ ।[୨]
୨୦୦୯ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡ୍ରୋନେଡେରୋନ ଅନୁମୋଦିତ ହୋଇଥିଲା ।[୧] [୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [୪] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ମାସକୁ ଏହାର ମୂଲ୍ୟ ପ୍ରାୟ ୬୮୦ ଡଲାର ଥିଲା ।[୫] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୬୭ ପାଉଣ୍ଡ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Multaq- dronedarone tablet, film coated". DailyMed. 15 October 2020. Archived from the original on 14 September 2015. Retrieved 18 November 2020.
- ↑ ୨.୦ ୨.୧ ୨.୨ "Dronedarone Monograph for Professionals". Drugs.com (in ଇଂରାଜୀ). Archived from the original on 5 October 2021. Retrieved 27 December 2021.
- ↑ ୩.୦ ୩.୧ "Multaq". Archived from the original on 28 December 2021. Retrieved 27 December 2021.
- ↑ ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 115. ISBN 978-0857114105.
- ↑ "Dronedarone Prices, Coupons & Savings Tips - GoodRx". GoodRx. Retrieved 27 December 2021.