ଦୋଳଗୋବିନ୍ଦ ନାୟକ
ଦେଖଣା
(Dolagobinda Nayakରୁ ଲେଉଟି ଆସିଛି)
ଦୋଳଗୋବିନ୍ଦ ନାୟକ | |
---|---|
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୦୦୦ | |
ପୂର୍ବ ଅଧିକାରୀ | ସୁଶ୍ରୀ ଦେବୀ |
ପର ଅଧିକାରୀ | ପ୍ରତାପ କେଶରୀ ଦେବ |
ନିର୍ବାଚନ ମଣ୍ଡଳୀ | ଆଳି |
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୫ – ୧୯୯୦ | |
ପୂର୍ବ ଅଧିକାରୀ | ଶରତ କୁମାର ଦେବ |
ପର ଅଧିକାରୀ | ସୁଶ୍ରୀ ଦେବୀ |
ନିର୍ବାଚନ ମଣ୍ଡଳୀ | ଆଳି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ସେପ୍ଟେମ୍ବର ୮, ୧୯୪୭ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ନିହାରବାଳା ନାୟକ |
ବାପା/ବୋଉ | କେଶବାନନ୍ଦ ନାୟକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଦୋଳଗୋବିନ୍ଦ ନାୟକ (ଜନ୍ମ: ୮ ସେପ୍ଟେମ୍ବର ୧୯୪୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଦୋଳଗୋବିନ୍ଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୫ ଓ ୧୯୯୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଆଳି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଦୋଳଗୋବିନ୍ଦ ନାୟକ ୧୯୪୭ ମସିହାର ସେପ୍ଟେମ୍ବର ମାସ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କେଶବାନନ୍ଦ ନାୟକ ଏବଂ ପତ୍ନୀଙ୍କ ନାମ ନିହାରବାଳା ନାୟକ ।[୧] ଦୋଳଗୋବିନ୍ଦଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଦୋଳଗୋବିନ୍ଦ ନାୟକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Shri Dolagobinda Nayak". odishaassembly.nic.in. Odisha Assembly. Retrieved 2 April 2020.