Jump to content

ଦିବଜୋତ ସବରୱାଲ

ଉଇକିପିଡ଼ିଆ‌ରୁ
(Divjot Sabarwalରୁ ଲେଉଟି ଆସିଛି)
ଦିବଜୋତ ସବରୱାଲ
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୦୨୦୧୭
ପ୍ରସିଦ୍ଧିସୁହାନି ସି ଏକ ଲଡ଼କୀ

ଦିବଜୋତ ସବରୱାଲ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ଜୀ ଟିଭିରେ ପ୍ରସାରିତ ଧାରାବାହିକ ମିଷ୍ଟେସ କୌସିକ କୀ ପାଞ୍ଚ ବହୁୟେଁରେ କାରାନ୍ତିୟା ଭୂମିକାରେ ଏବଂ ଷ୍ଟାର ପ୍ଲସରେ ପ୍ରସାରିତ ଧାରାବାହିକ ସୁହାନୀ ସି ଏକ ଲଡ଼କୀରେ ଭାବନା ଭୂମିକାରେ ଅଭିନୟ କରିବା ପାଇଁ ଜଣାଶୁଣା ।[][] ସେ ଜୀ ଟିଭିର ଧାରାବାହିକ ପବିତ୍ର ରିସ୍ତାରେ ମାଧୁରୀ ଭୂମିକାରେ ଅଭିନୟ କରିଥିଲେ । ହିନ୍ଦୀ କଥାଚିତ୍ର ଚିଲର୍ ପାର୍ଟି, ଏ ଥର୍ସଡେ, ଯୋଗୀ ଆଦିରେ ସେ ମଧ୍ୟ ଅଭିନୟ କରିଥିଲେ ।

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ ଚରିତ୍ର/ଭୂମିକା
୨୦୧୦୨୦୧୧ ପବିତ୍ର ରିସ୍ତା ମାଧୁରୀ ଧର୍ମେଶ ଜୟପୁରବାଲା
୨୦୧୨୨୦୧୩ ମିଷ୍ଟ୍ରେସ କୌଶିକ କୀ ପାଞ୍ଚ ବହୁୟେଁ କରାନ୍ତିୟା ଶିବେନ୍ଦୁ କୌଶିକ
୨୦୧୪ ପ୍ୟାର କା ଦର୍ଦ ହୈ ନଫିସା ଖାନ
୨୦୧୪୨୦୧୭ ସୁହାନି ସି ଏକ ଲଡ଼କୀ ଭାବନା ଶରଦ ମିଶ୍ର
  1. "Khushboo Shroff plays Lovely's daughter in Mrs. Kaushik…". The Times of India. 4 October 2012. Retrieved 3 March 2016.
  2. "Suhani Si Ek Ladki". The Times of India. Retrieved 3 March 2016.