ଧୁରି

ଉଇକିପିଡ଼ିଆ‌ରୁ
(Dhuriରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Dhuri, Dhoori
ਧੂਰੀ
City
Country India
StatePunjab
DistrictSangrur
Elevation
236 m (774 ft)
Population
 (2011)
 • Urban
୫୫,୨୨୫
 • Rural
୨,୦୬,୦୨୨
Languages
 • OfficialPunjabi
Time zoneUTC+5:30 (IST)
PIN
148024
Telephone code01675
ଯାନବାହାନ ପଞ୍ଚୀକରଣPB 59
Sex ratio53% M, 47% F /


ଧୁରି ଏକ ଭାରତୀୟ ପୌରପାଳିକା ଅଟେ । ଏହା ପଞ୍ଜାବର ସଙ୍ଗ୍ରୁର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଧୁରି ୩୦.୩୭୨୫ ଉତ୍ତର ଅକ୍ଷାଂଶ ଓ ୭୫.୮୬୧୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଧୁରି ସହରର ମୋଟ ଜନସଂଖ୍ୟା ୪୯୨୯୦ ଅଟେ ।[୨] ସେଥି ମଧ୍ୟରୁ ୫୩.୭୦% ଜଣ ପରୁଷ ହୋଇଥିବା ବେଳେ ୪୬.୩୦% ଜଣ ନାରୀ ଅଟନ୍ତି । ଧୁରିର ସାକ୍ଷରତା ହାର ୬୭.୫୪% ଅଟେ । ଏହା ଜାତୀୟ ହାରଠାରୁ -୨.୭୦% ପ୍ରତିଶତ କମ ଅଟେ । ସେଥିରୁ ୩୮.୬୮% ପ୍ରତିଶତ ପୁରୁଷ ଓ ୨୮.୮୬% ନାରୀ ଅଟନ୍ତି । ୧୨.୦୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ପଞ୍ଜାବୀ ଧୁରିର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]