ଦେଓଗଡ଼

ଉଇକିପିଡ଼ିଆ ରୁ
(Deoghar ରୁ ଲେଉଟି ଆସିଛି)
Jump to navigation Jump to search
ଦେଓଗଡ଼
Deoghar

देवघर
ଦେବଗଡ଼ (Devghar)
ସହର
ଦେଓଗଡ଼ Deoghar is located in Jharkhand
ଦେଓଗଡ଼ Deoghar
ଦେଓଗଡ଼
Deoghar
ଅବସ୍ଥିତି: 24°29′N 86°42′E / 24.48°N 86.7°E / 24.48; 86.7Coordinates: 24°29′N 86°42′E / 24.48°N 86.7°E / 24.48; 86.7
ଦେଶଭରତ
ରାଜ୍ୟଝାଡ଼ଖଣ୍ଡ
ଜିଲ୍ଲାଦେଓଗଡ଼
କ୍ଷେତ୍ରଫଳ
 • ମୋଟ km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
ଉଚ୍ଚତା254 m (833 ft)
ଭାଷା
 • ସରକାରୀହିନ୍ଦୀ, ଓଡ଼ିଆ
IST (UTC+୫:୩୦)
ପିନ କୋଡ଼୮୧୪୧୧୨
ଟେଲିଫୋନ କୋଡ଼00916432
ଗାଡ଼ି ପଞ୍ଜିକରଣJH-15
ପୁରୁଷ-ନାରୀ ଅନୁପାତ୯୨୧ /


ଦେଓଗଡ଼ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଝାଡ଼ଖଣ୍ଡର ଦେଓଗଡ଼ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଦେଓଗଡ଼ ୨୪.୪୮୯୮ ଉତ୍ତର ଅକ୍ଷାଂଶ ଓ ୮୬.୬୯୯୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୯ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଦେଓଗଡ଼ ସହରର ମୋଟ ଜନସଂଖ୍ୟା ୯୮୩୭୨ ଅଟେ ।[୨] ସେଥି ମଧ୍ୟରୁ ୫୪.୬୫% ଜଣ ପରୁଷ ହୋଇଥିବା ବେଳେ ୪୫.୩୫% ଜଣ ନାରୀ ଅଟନ୍ତି । ଦେଓଗଡ଼ର ସାକ୍ଷରତା ହାର ୭୫.୮୯% ଅଟେ । ଏହା ଜାତୀୟ ହାର ଠାରୁ ୧୧.୦୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୪.୬୨% ପ୍ରତିଶତ ପୁରୁଷ ଓ ୩୧.୨୭% ନାରୀ ଅଟନ୍ତି । ୧୨.୦୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ଓଡ଼ିଆ, ହିନ୍ଦୀ ଦେଓଗଡ଼ର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]