ଡିନ୍ କୁରିଆକୋସ
ଦେଖଣା
(Dean Kuriakoseରୁ ଲେଉଟି ଆସିଛି)
ଡିନ୍ କୁରିଆକୋସ | |
|---|---|
| ସାଂସଦ: ୧୭ଶ, ୧୮ଶ ଲୋକ ସଭା | |
| Assumed office ୨୩ ମଇ ୨୦୧୯ | |
| ପୂର୍ବ ଅଧିକାରୀ | ଜୋଇସ ଜର୍ଜ |
| ନିର୍ବାଚନ ମଣ୍ଡଳୀ | ଇଡୁକ୍କି |
| ସଭାପତି: କେରଳ ଯୁବ କଂଗ୍ରେସ | |
| କାର୍ଯ୍ୟକାଳ ୨୦୧୨ – ୨୦୨୦ | |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୨୭ ଜୁନ ୧୯୮୧ ପାଇନଗୋଟ୍ଟୂର, ଏର୍ନାକୁଲମ, କେରଳ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଜୀବନ ସାଥୀ | ନୀତା ପଲ୍ |
| ସନ୍ତାନ | ଡାନିଲୋ ଡିନ୍Danilo Dean |
ଡିନ୍ କୁରିଆକୋସ (ଜନ୍ମ: ୨୭ ଜୁନ ୧୯୮୧) ଜଣେ ଭାରତୀୟ ରାଜନେତା । ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ୨୦୧୯ ଓ ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ କେରଳର ଇଡୁକ୍କି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୭ଶ ଓ ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨] ୨୦୧୨ ମସିହାରୁ ୨୦୨୦ ପର୍ଯ୍ୟନ୍ତ ସେ କେରଳ ଯୁବ କଂଗ୍ରେସର ସଭାପତି ଥିଲେ ।[୩]
ଆଧାର
[ସମ୍ପାଦନା]- ↑ "Dean Kuriakose arraigned accused in 193 cases, police tell Kerala High Court". The New Indian Express. Retrieved May 26, 2019.
- ↑ "Lok Sabha Elections: Dean Kuriakose once again scripts a stunning victory in Idukki". The Hindu (in Indian English). 2024-06-04. ISSN 0971-751X. Retrieved 2024-07-09.
- ↑ "വീണ്ടും ഏറ്റുമുട്ടാന് ജോയ്സും ഡീനും, ഇടുക്കി ഇത്തവണ ആര്ക്കൊപ്പം". Mathrubhumi. Archived from the original on 29 May 2019. Retrieved May 26, 2019.