ଡାକ୍ସିବୋଟୁଲିନମଟକ୍ସିନଏ

ଉଇକିପିଡ଼ିଆ‌ରୁ
(DaxibotulinumtoxinAରୁ ଲେଉଟି ଆସିଛି)
ଡାକ୍ସିବୋଟୁଲିନମଟକ୍ସିନଏ
Clinical data
Trade namesDaxxify
SynonymsDaxi, daxibotulinumtoxinA-lanm
data
Routes of
administration
Intramuscular
Legal status
Legal status
Pharmacokinetic data
Duration of actionUp to 6 months[୨]

ଡକ୍ସିବୋଟୁଲିନମଏ (ଇଂରାଜୀ ଭାଷାରେ DaxibotulinumtoxinA), ବିକ୍ରୟ ନାମ ଡାକ୍ସିବିଫାଇ/ Daxibify, ଏକ ଔଷଧ ଯାହା ଭ୍ରୁଲତା ମଝିରେ ଥିବା କୁଞ୍ଚନ‌ କମେଇ ଦିଏ ।[୨] ଏହା ମାଂସପେଶୀରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[୨] ସର୍ଭାଇକାଲ ଡିସଟୋନିଆ ପାଇଁ ମଧ୍ୟ ଦିଆଯାଏ । [୧] ପ୍ରଭାବ ୬ ମାସ ପର୍ଯ୍ୟନ୍ତ ରହିପାରେ | [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଆଖିପତା ଖସିଯିବା ଏବଂ ମୁଖ ମଣ୍ଡଳ ଚଳେଇବାରେ ଅସୁବିଧା ହୋଇପାରେ । [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଗିଳିବା କିମ୍ବା ଶ୍ୱାସକ୍ରିୟା ସମସ୍ୟା ହୋଇପାରେ | [୧] ଏହା ଏକ ବଟୁଲିନମ୍ ଟକ୍ସିନ୍ ଏ ଯାହା ଆସେଟିଲକୋଲିନ୍ ନିର୍ଗତକୁ ପ୍ରତିରୋଧ କରିଥାଏ ଏବଂ ଏହା ଏକ ନ୍ୟୁରୋମସ୍କୁଲାର ବ୍ଲକିଂ ଏଜେଣ୍ଟ ଅଟେ । [୧]

୨୦୨୨2 ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡାକ୍ସିବୋଟୁଲିନମଟୋକ୍ସିନା ଅନୁମୋଦିତ ହୋଇଥିଲା।[୨] ଏହା ବୋଟକ୍ସ ପାଇଁ ଏକ ବ୍ୟବସାୟିକ ପ୍ରତିଯୋଗୀ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Daxxify- botulinum toxin type a injection, powder, lyophilized, for solution". DailyMed. 19 September 2022. Archived from the original on 28 September 2022. Retrieved 27 September 2022.
  2. ୨.୦ ୨.୧ ୨.୨ ୨.୩ Solish, N; Carruthers, J; Kaufman, J; Rubio, RG; Gross, TM; Gallagher, CJ (December 2021). "Overview of DaxibotulinumtoxinA for Injection: A Novel Formulation of Botulinum Toxin Type A.". Drugs. 81 (18): 2091–2101. doi:10.1007/s40265-021-01631-w. PMID 34787840.