Jump to content

ଦାନିଶ ଅଖତାର ସୈଫି

ଉଇକିପିଡ଼ିଆ‌ରୁ
(Danish Akhtar Saifiରୁ ଲେଉଟି ଆସିଛି)
ଦାନିଶ ଅଖତାର ସୈଫି
ଜନ୍ମ
ସିୱାନ, ବିହାର
ବୃତ୍ତି(ସମୂହ)ଅଭିନେତା
ମଲ୍ଲ ଯୋଦ୍ଧା
ସକ୍ରିୟ ବର୍ଷ୨୦୧୫–ଏବେଯାଏଁ
ଉଚ୍ଚତା୬ ଫୁଟ୍ ୬ ଇଞ୍ଚ୍[]

ଦାନିଶ ଅଖତାର ସୈଫି ଜଣେ ଭାରତୀୟ ମଲ୍ଲ ଯୋଦ୍ଧା ଓ ଅଭିନେତା । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଓ କନ୍ନଡ଼ କଥାଚିତ୍ର ଜଗତରେ କାମ କରିଛନ୍ତି ।[] ହିନ୍ଦୀ ଟେଲିଭିଜନରେ ସେ ଆଧ୍ୟାତ୍ମିକ ଧାରାବାହିକ ସିୟା କେ ରାମରେ ହନୁମାନ ଭୂମିକାରେ ଅଭିନୟ କରିବା ପାଇଁ ଜଣାଶୁଣା ।[][] ୨୦୧୯ ମସିହାରେ, ସେ କନ୍ନଡ଼ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ମହାଭାରତ ଉପରେ ପର୍ଯ୍ୟବେଶିତ କଥାଚିତ୍ର କୁରୁକ୍ଷେତ୍ରରେ ଭୀମ ଭୂମିକାରେ ଅଭିନୟ କରିଥିଲେ ।[] ୨୦୨୧ ମସିହାରେ, ସେ ଅନ୍ୟତମ କନ୍ନଡ଼ କଥାଚିତ୍ର କୋଟିଗୋବ୍ବା ୩ରେ ଅଭିନୟ କରିଥିଲେ ।[] ଏହା ବ୍ୟତୀତ ୨୦୨୨ ମସିହାରେ ସେ କବ୍‌ଜା ଓ ୨୦୨୩ ମସିହାରେ କାତେରା ଭଳି କନ୍ନଡ଼ କଥାଚିତ୍ରରେ ଅଭିନୟ କରିଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ
୨୦୧୯ କୁରୁକ୍ଷେତ୍ର ଭୀମ କନ୍ନଡ଼
୨୦୨୧ କୋଟିଗୋବ୍ବା ୩ ବଶୀର ଭାଇ
୨୦୨୨ କବ୍‌ଜା ବଲି
୨୦୨୩ କାତେରା

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ ଭୂମିକା ଭାଷା ମନ୍ତବ୍ୟ
୨୦୧୭ ସିୟା କେ ରାମ ହନୁମାନ ହିନ୍ଦୀ
୨୦୧୯ ପରମାବତାର ଶ୍ରୀକୃଷ୍ଣ ଭୀମସେନ
ଶ୍ରୀମଦ ଭଗବତ ମହାପୁରାଣ ହନୁମାନ
୨୦୨୧–୨୦୨୨ ବାଲ୍ ଶିବ - ମହାଦେବ କି ଅନ୍‌ଦେଖି ଗାଥା ନନ୍ଦି
୨୦୨୩–୨୦୨୪ କର୍ମାଧିକାରୀ ଶନିଦେବ ହନୁମାନ
  1. Sharadhaa, A (25 July 2017). "At 6 ft 6 inches, Danish Akhtar Saifi is Kurukshetra's Bheema". The New Indian Express. Archived from the original on 4 August 2019. Retrieved 9 October 2022.
  2. "Wrestler Danish Akhtar Saifi to play Hanuman in Siya Ke Ram". Indian Express. Retrieved 4 August 2019.
  3. "Siya Ke Ram actor Danish Akhtar Saifi who played Hanuman gets hitched". Times of India. Retrieved 4 August 2019.
  4. "Here's why 'Siya Ke Ram' actor Danish Akhtar Saifi aka Hanuman had to cancel his shoot". IB Times. Retrieved 4 August 2019.
  5. "Introducing the mighty Pandavas of Munirathna Kurukshetra". New Indian Express. Retrieved 4 August 2019.
  6. "Small-screen sensation from Bollywood Danish Akhtar Saifi joins the team of Kotigobba 3". Bangalore Mirror. Retrieved 4 August 2019.