ଚାନ୍ଦନୀ ଭଗୱାନନି
ଦେଖଣା
(Chandni Bhagwananiରୁ ଲେଉଟି ଆସିଛି)
ଚାନ୍ଦନୀ ଭଗୱାନନି | |
|---|---|
| ଜନ୍ମ | |
| ଜାତୀୟତା | ଭାରତ |
| ବୃତ୍ତି | ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୨୦୦୨–ଏବେଯାଏଁ |
| ପିତାମାତା | ବିନୋଦ ଭଗୱାନନି (ବାପା) |
| ସମ୍ପର୍କୀୟ | ହିମାଂଶୁ ଭଗୱାନନି (ଭାଇ) |
ଚାନ୍ଦନୀ ଭଗୱାନନି ହିନ୍ଦୀ ଦୂରଦର୍ଶନ ଧାରାବାହିକରେ ସକ୍ରିୟ ଥିବା ଜଣେ ଭାରତୀୟ ଅଭିନେତ୍ରୀ । ୨୦୦୨ ମସିହାରେ, ସେ ଜୀ ଟିଭିରେ ପ୍ରସାରିତ ହିନ୍ଦୀ ଧାରାବାହିକ କୋହି ଅପ୍ନା ସା ଜରିଆରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ କ୍ୟୁଁ କି ଶାଶ୍ ଭି କଭି ବହୁ ଥିରେ ହଂସିକା ମୋଟୱାନୀକୁ ସ୍ଥାନ କାମ କରିଥିଲେ । ସୋନି ଟିଭିରେ ପ୍ରସାରିତ ଧାରାବାହିକ ଅମିତା କା ଅମିତରେ, ସେ ଅମିତା ଭୂମିକା ଅଭିନୟ କରିବା ପାଇଁ ଜଣାଶୁଣା ।[୧][୨][୩][୪] ଜୀ ଟିଭିରେ ପ୍ରସାରିତ ଧାରାବାହିକ ତୁମ୍ ହି ହୋ ବନ୍ଧୁ ସଖା ତୁମିରେ, ସେ ସଞ୍ଜନା ଭୂମିକାରେ କାମ କରିଥିଲେ । ରୂପ୍ - ମର୍ଦ୍ଦ କା ନୟା ସ୍ୱରୂପରେ ପଲକ ଓ ସଞ୍ଜିବନୀରେ ଡ. ଆଶା ଭୂମିକାରେ ସେ କାମ କରିଥିଲେ । ଷ୍ଟାର୍ ପ୍ଲସ୍ରେ ପ୍ରସାରିତ ଧାରାବାହିକ ଅନୁପମାରେ ସେ ପଖି ଶାହା ମେହେଟ୍ଟା ଭୂମିକାରେ ଅଭିନୟ କରିଥିଲେ ।[୫]
ଅଭିନୀତ ଧାରାବାହିକ
[ସମ୍ପାଦନା]| ବର୍ଷ | ଧାରାବାହିକ | ଭୂମିକା | ଚେନାଲ୍ |
|---|---|---|---|
| ୨୦୦୨ | କୋହି ଅପ୍ନା ସା | କୋମଲ ଗିଲ୍ (ଶିଶୁ କଳାକାର) | ଜୀ ଟିଭି |
| ୨୦୦୩ | ସି.ଆଇ.ଡି. (ଅଧ୍ୟାୟ ୨୯୩ - ୨୯୪) | ଜୁହି (ଶିଶୁ କଳାକାର) | ସୋନି ଟିଭି |
| ୨୦୦୩–୨୦୦୫ | କୟାମତ୍ – ଜବ୍ ଭି ୱକ୍ତ ଆତା ହୈ | ଅନିଶା ଅହୁଜା (ଶିଶୁ କଳାକାର) | ଡିଡି ନ୍ୟାସନାଲ୍ |
| ୨୦୦୩ - ୨୦୦୫ | କ୍ୟୁଁକି ଶାଶ୍ ଭି କଭି ବହୁ ଥି | ବାବ୍ରି ବିରାନୀ (ଶିଶୁ କଳାକାର) | ଷ୍ଟାର୍ ପ୍ଲସ୍ |
| ୨୦୧୦ - ୨୦୧୧ | ତେରେ ଲିୟେ | ପରମିତା | |
| ୨୦୧୩ | ଅମିତା କି ଅମିତ୍ | ଅମିତା ପଟେଲ / ଅମିତା ଅମିତ ଶାହା | ସୋନି ଟିଭି |
| ୨୦୧୪ | ଝଲ୍ଲି ଅଞ୍ଜଲି କେ ଟୁଟେ ଦିଲ୍ କି ଆମାଜିଂ ଷ୍ଟୋରି | ଅଞ୍ଜଳୀ ଆଲୁୱାଲିଆ | ଚେନାଲ୍ ଭି ଇଣ୍ଡିଆ |
| ପି.ଏସ୍. ଆଇ ହେଟ୍ ୟୁ | ଡିମ୍ପଲ୍ ସୁଦ୍ | ||
| ୨୦୧୫ | କୋଡ଼ ରେଡ୍ | ଶିଖା ବ୍ୟାସ୍ | କଲର୍ସ ଟିଭି |
| ପ୍ୟାର୍ ତୁନେ କ୍ୟା କିୟା | ଟିନା | ଜିଙ୍ଗ୍ | |
| ତୁମ୍ ହି ହୋ ବନ୍ଧୁ ସଖା ତୁମିଃ | ସଞ୍ଜନା ଅଜୟ ପେଠାୱାଲା | ଜୀ ଟିଭି | |
| ଟ୍ୱିଷ୍ଟ ୱାଲା ଲଭ୍ - ଫେରି ଟେଲ୍ସ ରିମିକ୍ସଡ୍ | ଭୂମି | ଚେନାଲ୍ ଭି ଇଣ୍ଡିଆ | |
| ୨୦୧୬ | ସନ୍ତୋଷୀ ମାଆ | ରିୟା | ଆଣ୍ଡଟିଭି |
| ଖିଡ଼୍କି | କିରଣ ବାୱେଜା | ସବ୍ ଟିଭି | |
| ୟେ ହୈ ଆଶିକି (ସିଜିନ୍ ୪) | ଗୁଲନାଜ୍ | ବିନ୍ଦାସ୍ | |
| କଲେଜ୍ କା ପେହେଲା ପ୍ୟାର୍ | ଅଲବୀରା ଶର୍ମା | ||
| ୨୦୧୮ | ମହାକାଳୀ – ଅନ୍ତ ହି ଆରମ୍ଭ ହୈ | ବେହୁଲା | କଲର୍ସ ଟିଭି |
| ରୂପ୍ - ମର୍ଦ୍ଦ କା ନୟା ସ୍ୱରୂପ | ପାଲକ ଗୋରଡ଼ିଆ | ||
| ୨୦୧୯ | ସଞ୍ଜିବନୀ | ଡି. ଆଶା କନୱାର | ଷ୍ଟାର୍ ପ୍ଲସ୍ |
| ୨୦୨୦ | କ୍ରାଇମ୍ ଆଲର୍ଟ୍ | ସାକ୍ଷୀ ସୁରଜ | ଦଙ୍ଗଲ |
| ୨୦୨୧ | ଇମ୍ଲି | ପଲ୍ଲବୀ ଠାକୁର | ଷ୍ଟାର୍ ପ୍ଲସ୍ |
| ୨୦୨୨ | ସିନ୍ଦୂର୍ କି କମତ୍ | ବିଟ୍ଟି | ଦଙ୍ଗଲ |
| ୨୦୨୪–ଏବେଯାଏଁ | ଅନୁପମା | ଷ୍ଟାର୍ ପ୍ଲସ୍[୬] |
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମକା | ନିର୍ଦ୍ଦେଶକ | ଭାଷା | ମନ୍ତବ୍ୟ |
|---|---|---|---|---|---|
| ୨୦୧୮ | ରତମ୍ | ବୁଜ୍ଜି | ଚନ୍ଦ୍ରଶେଖର କନୁରୀ | ତେଲୁଗୁ | ପ୍ରଥମ କଥାଚିତ୍ର |
| ୨୦୧୯ | ଦିକ୍ଷୂଚି | ବ୍ରହ୍ମ ଦ୍ୱାର | ଦିଲ୍ଲୀ କୁମାର ସାଲବାଡ଼ି |
ଆଧାର
[ସମ୍ପାଦନା]- ↑ "Telly actress Chandni Bhagwanani juggles between work and studies". mid-day.com. 28 ଅଗଷ୍ଟ 2013. Archived from the original on 3 ମାର୍ଚ୍ଚ 2016. Retrieved 17 ଜୁଲାଇ 2018.
- ↑ "I never felt demoralised when directors rejected me: Chandni Bhagwanani". The Times of India. 11 ମଇ 2013. Archived from the original on 17 ଜୁଲାଇ 2018. Retrieved 17 ଜୁଲାଇ 2018.
- ↑ "Holi special: TV stars share their plans and memories". The Times of India. Archived from the original on 17 ଜାନୁଆରୀ 2021. Retrieved 17 ଜୁଲାଇ 2018.
- ↑ "Chandi Bhagwanani". bollywoodcds.com. Archived from the original on 2017-11-07. Retrieved 17 July 2018.
- ↑ "Exclusive! Chandni Bhagwanani Replaces Muskan Bamne In Anupamaa". The Times of India (in ଇଂରାଜୀ). Retrieved 2023-12-25.
- ↑ "Chandni Bhagwanani to replace Muskan Bamne as Pakhi in Anupamaa". Retrieved 24 December 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଚାନ୍ଦନୀ ଭଗୱାନନି