Jump to content

ସେମିପ୍ଲିମାବ

ଉଇକିପିଡ଼ିଆ‌ରୁ
(Cemiplimabରୁ ଲେଉଟି ଆସିଛି)
ସେମିପ୍ଲିମାବ
Monoclonal antibody
TypeWhole antibody
SourceHuman
TargetPD-1
Clinical data
Pronunciationsem' ip li" mab
Trade namesLibtayo
SynonymsREGN-2810, REGN2810, cemiplimab-rwlc
AHFS/Drugs.commonograph
MedlinePlusa618054
data
Pregnancy
category
  • AU: D []
  • US: N (Not classified yet)
    Routes of
    administration
    Intravenous infusion
    Legal status
    Legal status
    Pharmacokinetic data
    Elimination half-life19 days
    Chemical and physical data
    FormulaC6380H9808N1688O2000S44
    Molar mass୧,୪୩,୫୬୯.୧0 g·mol−1

    ସେମିପ୍ଲିମାବ, ଏକ ବିକ୍ରୟ ନାମ ଲିବଟାୟୋ, ହେଉଛି ସ୍କ୍ୱାମସ ସେଲ ଚର୍ମ କର୍କଟ, ବାସାଲ୍ ସେଲ କର୍କଟ ଏବଂ କେତେକ ଅଣ-ଛୋଟ କୋଷ ଫୁସଫୁସ କର୍କଟ (NSCLC)ର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [] [] ଏହା ଉନ୍ନତ ରୋଗ ପାଇଁ ବ୍ୟବହୃତ ହୁଏ ଯାହା ଅସ୍ତ୍ରୋପଚାରଦ୍ୱାରା ଆରୋଗ୍ୟ ହୋଇପାରିବ ନାହିଁ । [] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ଥାଇରଏଡ୍ ସ‌ହିତ କ୍ଳାନ୍ତି ଏବଂ ଓଜନ ବୃଦ୍ଧି; ଅଣନିଶ୍ୱାସ ଏବଂ କାଶ ସହିତ ନିମୋନିଆ; ଚର୍ମ ପ୍ରତିକ୍ରିୟା; ଅଧିକ ଝାଳ, ଉଚ୍ଚ ଥାଇରଏଡ୍ ଓ ଏବଂ ଯକୃତର ପ୍ରଦାହ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇନଫ୍ୟୁଜନ୍ ପ୍ରତିକ୍ରିୟା ଏବଂ ମାଂସପେଶୀ ଯନ୍ତ୍ରଣା ହୋଇପାରେ । [] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ପ୍ରୋଗ୍ରାମ ହୋଇଥିବା ଡେଥ ରିସେପ୍ଟର - ୧ (PD-1) ସହିତ ବାନ୍ଧନ ଯୁକ୍ତ ହୋଇଥାଏ, ଯାହାଟି କୋଷଦ୍ୱାରା କର୍କଟ କୋଷକୁ ମାରିବାକୁ ଦେଇଥାଏ । []

    ୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ସେମିପ୍ଲିମାବ ଅନୁମୋଦିତ ହୋଇଥିଲା। [] ଜୁଲାଇ ୨୦୨୦ରେ ଅଷ୍ଟ୍ରେଲିଆରେ ଚିକିତ୍ସା ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇଥିଲା ।[] ଯୁକ୍ତରଜ୍ୟରେ ୩ ସପ୍ତାହ ନିମନ୍ତେ ଏହାର ଖର୍ଚ୍ଚ ୪୬୫୦ ପାଉଣ୍ଡ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୯,୮୦୦ ଡଲାର ଅଟେ । []

    1. 1 2 "Libtayo Australian Prescription Medicine Decision Summary". Therapeutic Goods Administration (TGA). 29 July 2020. Archived from the original on 13 August 2020. Retrieved 16 August 2020.
    2. "AusPAR: Cemiplimab" (PDF). Therapeutic Goods Administration (TGA). 9 November 2020. Archived (PDF) from the original on 7 June 2021. Retrieved 6 June 2021.
    3. "TGA eBS - Product and Consumer Medicine Information Licence". Archived from the original on 2021-06-07. Retrieved 2021-06-13.
    4. 1 2 3 4 "Libtayo- cemiplimab-rwlc injection". DailyMed. 25 June 2020. Archived from the original on 17 October 2020. Retrieved 16 August 2020.
    5. "FDA approves first treatment for advanced form of the second most common skin cancer". U.S. Food and Drug Administration. 28 September 2018. Archived from the original on 8 August 2020. Retrieved 7 August 2020.  This article incorporates text from this source, which is in the public domain.
    6. 1 2 3 4 5 6 7 "Libtayo EPAR". European Medicines Agency (EMA). 24 April 2019. Archived from the original on 23 June 2020. Retrieved 7 August 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
    7. BNF 81: March-September 2021. BMJ Group and the Pharmaceutical Press. 2021. p. 912. ISBN 978-0857114105.
    8. "Libtayo Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 January 2021. Retrieved 2 January 2022.