Jump to content

ସେଫ୍ଟୋଲୋଜେନ/ଟାଜୋବ୍ୟାକ୍ଟାମ

ଉଇକିପିଡ଼ିଆ‌ରୁ
(Ceftolozane/tazobactamରୁ ଲେଉଟି ଆସିଛି)
ସେଫ୍ଟୋଲୋଜେନ/ଟାଜୋବ୍ୟାକ୍ଟାମ
Combination of
CeftolozaneCephalosporin antibiotic
TazobactamBeta-lactamase inhibitor
Clinical data
Trade namesZerbaxa
AHFS/Drugs.commonograph
MedlinePlusa615010
data
Pregnancy
category
    Routes of
    administration
    Intravenous
    Legal status
    Legal status
    • AU: S4 (Prescription only)
    • US: ℞-only
    • EU: Rx-only []
    • ℞ (Prescription only)
    Identifiers
    Chemical and physical data
    FormulaC23H30N12O8S2
    Molar mass୬୬୬.୬୯ g·mol−1
    3D model (JSmol)
    • CC(C)(C(=O)O)O/N=C(/c1nc(sn1)N)\C(=O)N[C@H]2[C@@H]3N(C2=O)C(=C(CS3)C[n+]4cc(c(n4C)N)NC(=O)NCCN)C(=O)[O-]
    • InChI=1S/C23H30N12O8S2/c1-23(2,20(40)41)43-31-11(15-30-21(26)45-32-15)16(36)29-12-17(37)35-13(19(38)39)9(8-44-18(12)35)6-34-7-10(14(25)33(34)3)28-22(42)27-5-4-24/h7,12,18,25H,4-6,8,24H2,1-3H3,(H7,26,27,28,29,30,32,36,38,39,40,41,42)/b31-11-/t12-,18-/m1/s1
    • Key:JHFNIHVVXRKLEF-DCZLAGFPSA-N

    ସେଫ୍ଟୋଲୋଜେନ/ଟାଜୋବ୍ୟାକ୍ଟାମ, ବିକ୍ରୟ ନାମ ହେଉଛି ଜେରବାକ୍ସା, ହେଉଛି ଏକ ମିଶ୍ରିତ ଆଣ୍ଟିବାୟୋଟିକ୍ ଯାହା ଜଟିଳ ମୂତ୍ରନଳୀ ସଂକ୍ରମଣ, ହସ୍ପିଟାଲରେ ମିଳିଥିବା ନିମୋନିଆ ଏବଂ ଜଟିଳ ଉଦରସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଉଦର ସଂକ୍ରମଣ ପାଇଁ ଏହା ମେଟ୍ରୋନିଡାଜୋଲ ସହିତ ମିଳିତ ଭାବରେ ବ୍ୟବହୃତ ହୁଏ । [] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ମୁଣ୍ଡବିନ୍ଧା, କୋଷ୍ଠକାଠିନ୍ୟ, ତରଳ ଝାଡ଼ା ଏବଂ ଜ୍ୱର ହୋଇପାରେ । [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ୍ ଏବଂ କ୍ଲୋଷ୍ଟ୍ରିଡିଏଡସ୍ ଡିଫାଇସିଲ୍ ସଂକ୍ରମଣ ହୋଇପାରେ । [] ସେଫ୍ଟୋଲୋଜେନ ହେଉଛି ଏକ ସେଫାଲୋସ୍ପୋରିନ, ଯାହା ବ୍ୟାକ୍ଟେରିଆ କୋଷର କାନ୍ଥକୁ ବ୍ୟାହତ କରୁଥିବାବେଳେ β- ଲାକ୍ଟାମେଜ୍ର କାର୍ଯ୍ୟକଳାପକୁ ଟାଜୋବ୍ୟାକ୍ଟାମ ଅବରୋଧ କରିଥାଏ, ଯାହା ସେଫ୍ଟୋଲୋଜାନକୁ ଅବକ୍ଷୟରୁ ରକ୍ଷା କରିଥାଏ । []

    ୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୫ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[][] ଯୁକ୍ତରାଜ୍ୟରେ ଏହାର ୧.୫ଗ୍ରାମର ୧୦ ମାତ୍ରାର ଔଷଧର ମୂଲ୍ୟ ୨୦୨୧ରେ ୬୭୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୁଲ୍ୟ ପ୍ରାୟ ୧,୩୦୦ ଡଲାର ଅଟେ । []

    1. "Ceftolozane / tazobactam (Zerbaxa) Use During Pregnancy". Drugs.com. 14 June 2019. Archived from the original on 25 November 2020. Retrieved 14 May 2020.
    2. 1 2 3 4 5 "Zerbaxa EPAR". European Medicines Agency (EMA). Archived from the original on 6 May 2020. Retrieved 14 May 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
    3. 1 2 3 "Zerbaxa- ceftolozane and tazobactam injection, powder, lyophilized, for solution". DailyMed. 3 June 2019. Archived from the original on 10 May 2020. Retrieved 14 May 2020.
    4. "Ceftolozane/Tazobactam Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 2 January 2022.
    5. BNF 81: March-September 2021. BMJ Group and the Pharmaceutical Press. 2021. p. 561. ISBN 978-0857114105.
    6. "Zerbaxa Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 15 April 2021. Retrieved 2 January 2022.