Jump to content

ସେଫୋକ୍ସିଟିନ

ଉଇକିପିଡ଼ିଆ‌ରୁ
(Cefoxitinରୁ ଲେଉଟି ଆସିଛି)
ସେଫୋକ୍ସିଟିନ
Clinical data
Trade namesMefoxin, Renoxitin, others[]
SynonymsCephoxitin cefoxitin sodium
AHFS/Drugs.commonograph
MedlinePlusa682737
data
Pregnancy
category
  • AU: B1
  • US: N (Not classified yet)
    Routes of
    administration
    Intravenous
    Legal status
    Legal status
    Pharmacokinetic data
    Metabolismminimal
    Elimination half-life41-59 min
    Excretion85% urine
    Identifiers
    • (6R,7S)-3-(carbamoyloxymethyl)-7-methoxy-
      8-oxo-7-[(2-thiophen-2-ylacetyl)amino]-5-thia-
      1-azabicyclo[4.2.0]oct-2-ene-2-carboxylic acid
    ECHA InfoCard100.047.841 Edit this at Wikidata
    Chemical and physical data
    FormulaC16H17N3O7S2
    Molar mass୪୨୭.୪୫ g·mol−1
    3D model (JSmol)
    Melting point149 to 150 °C (300 to 302 °F) (dec.)
    • O=C2N1/C(=C(\CS[C@@H]1[C@]2(OC)NC(=O)Cc3sccc3)COC(=O)N)C(=O)O
    • InChI=1S/C16H17N3O7S2/c1-25-16(18-10(20)5-9-3-2-4-27-9)13(23)19-11(12(21)22)8(6-26-15(17)24)7-28-14(16)19/h2-4,14H,5-7H2,1H3,(H2,17,24)(H,18,20)(H,21,22)/t14-,16+/m1/s1 checkY
    • Key:WZOZEZRFJCJXNZ-ZBFHGGJFSA-N checkY
      (verify)

    ସେଫୋକ୍ସିଟିନ, ବେପାର ନାମ ମେଫୋକ୍ସିନ, ହେଉଛି ଏକ ଆଣ୍ଟିବାୟୋଟିକ୍, ଯାହା କିଡନୀ ସଂକ୍ରମଣ, ହାଡ଼ ସଂକ୍ରମଣ, ପେଲଭିସ ପ୍ରଦାହ ରୋଗ, ଉଦର ଭିତର ସଂକ୍ରମଣ, ନିମୋନିଆ ଏବଂ ସେପସିସ୍ ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] [] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଧୀରେ ଧୀରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ଇଞ୍ଜେକ୍ସନ ସ୍ଥାନରେ ଯନ୍ତ୍ରଣା ଏବଂ ତରଳ ଝାଡ଼ା ହୋଇପାରେ । [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଲୋଷ୍ଟ୍ରିଡିଏଡସ୍ ଡିଫାଇସିଲ୍ ସଂକ୍ରମଣ ଏବଂ ଅସ୍ଥି ମଜ୍ଜା ବିଫଳତା ହୋଇପାରେ । [] [] ଏହା ଗର୍ଭାବସ୍ଥାରେ କ୍ଷତିକାରକ ବୋଲି ଜଣା ନାହିଁ ଏବଂ ସ୍ତନ୍ୟପାନ କରାଇବା ସମୟରେ ଏହା ବ୍ୟବହାର କରାଯାଇପାରେ । [] ବୃକ୍)କ ଜନିତ ସମସ୍ୟାରେ କମ୍ ମାତ୍ରାର ଔସଧ ଆବଶ୍ୟକ ହୋଇପାରେ । [] ଏହା ଏକ ସେଫାମାଇସିନ୍; ଯଦିଓ ଦ୍ୱିତୀୟ ପିଢ଼ୀର ସେଫାଲୋସ୍ପୋରିନ୍ ସହିତ ଗୋଷ୍ଠୀଭୁକ୍ତ ହୁଏ | [] []

    ୧୯୭୨ ମସିହାରେ ସେଫୋକ୍ସିଟିନ୍ ଆବିଷ୍କୃତ ହୋଇଥିଲା ଏବଂ ୧୯୭୮ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା। [] [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [] [] ୨୦୨୧ରେ ଯୁକ୍ତରାଜ୍ୟରେ ୧୦ ମାତ୍ରାର ୨ ଗ୍ରାମ ଔଷଧର ମୂଲ୍ୟ £ ୩୦୦ରୁ କମ୍ ଥିଲା । [] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୧୦ଡଲାର ଅଟେ। []

    1. "Cefoxitin International". Drugs.com. 2 November 2020. Archived from the original on 1 March 2016. Retrieved 8 November 2020.
    2. "Cefoxitin- cefoxitin sodium powder, for solution". DailyMed. 10 June 2020. Archived from the original on 18 January 2021. Retrieved 8 November 2020.
    3. 1 2 3 4 5 "5. Infection". British National Formulary (BNF) (82 ed.). London: BMJ Group and the Pharmaceutical Press. September 2021 – March 2022. p. 560. ISBN 978-0-85711-413-6.{{cite book}}: CS1 maint: date format (link)
    4. 1 2 3 4 5 6 "CefOXitin Monograph for Professionals". Drugs.com (in ଇଂରାଜୀ). Archived from the original on 19 January 2021. Retrieved 30 December 2021.
    5. 1 2 Levy, Stuart B. (2013-11-11). The Antibiotic Paradox: How Miracle Drugs Are Destroying the Miracle (in ଇଂରାଜୀ). Springer. ISBN 9781489960429. Archived from the original on 2021-11-01. Retrieved 2021-07-06.
    6. "Orange Book: Approved Drug Products with Therapeutic Equivalence Evaluations". www.accessdata.fda.gov. Archived from the original on 2021-11-01. Retrieved 2017-05-04.
    7. "Supplement Approval" (PDF). Food and Drug Administration. Department of Health and Human Services. Archived from the original (PDF) on 2021-04-05. Retrieved 2021-07-06.
    8. "Cefoxitin Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 15 April 2021. Retrieved 30 December 2021.