Jump to content

କାରିପ୍ରାଜାଇନ

ଉଇକିପିଡ଼ିଆ‌ରୁ
(Cariprazineରୁ ଲେଉଟି ଆସିଛି)
କାରିପ୍ରାଜାଇନ
Clinical data
Pronunciation/kəˌripˈrəzn/
Trade namesVraylar (US), Reagila (EU)
SynonymsRGH-188
AHFS/Drugs.commonograph
Pregnancy
category
  • AU: D
    Routes of
    administration
    By mouth (capsules)
    Legal status
    Legal status
    Pharmacokinetic data
    BioavailabilityHigh
    Protein binding91–97%
    MetabolismLiver via CYP3A4 and to a lesser extent CYP2D6
    MetabolitesDesmethylcariprazine
    Elimination half-life2–5 days (2–3 wks for active metabolite, desmethylcariprazine)
    ExcretionUrine (21%), bile
    Identifiers
    • N'-[trans-4-[2-[4-(2,3-Dichlorophenyl)-1-piperazinyl]ethyl]cyclohexyl]-N,N-dimethylurea
    Chemical and physical data
    FormulaC21H32Cl2N4O
    Molar mass୪୨୭.୪୧ g·mol−1
    3D model (JSmol)
    • CN(C)C(=O)N[C@H]1CC[C@H](CCN2CCN(CC2)c2cccc(Cl)c2Cl)CC1
    • InChI=1S/C21H32Cl2N4O/c1-25(2)21(28)24-17-8-6-16(7-9-17)10-11-26-12-14-27(15-13-26)19-5-3-4-18(22)20(19)23/h3-5,16-17H,6-15H2,1-2H3,(H,24,28)/t16-,17- checkY
    • Key:KPWSJANDNDDRMB-QAQDUYKDSA-N checkY

    ୍ଟ

    କାରିପ୍ରାଜାଇନ, ବିକ୍ରୟ ନାମ ବ୍ରାଏଲ୍, ଏକ ଆଟିପିକାଲ ଆଣ୍ଟିସାଇକୋଟିକ ଔଷଧ ଯାହା ସିଜୋଫ୍ରେନିଆ ଏବଂ ବାଇ ପୋଲାର ଡିଜଅର୍ଡର ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ଏହା ପାଟିରେ ଦିଆଯାଏ । [] ୱେଲ୍ସରେ ଏହାର ବ୍ୟବହାର ସୁପାରିଶ କରାଯାଏ ନାହିଁ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗତିବିଧି ବ୍ୟାଘାତ, ବୁକୁଜ୍ୱାଳା, ନିଦ୍ରାଳୁ ଭାବ ଏବଂ ଅସ୍ଥିରତା ହୋଇପାରେ । [] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନ୍ୟୁରୋଲେପ୍ଟିକ୍ ମାଲିଗନାଣ୍ଟ ସିଣ୍ଡ୍ରୋମ, ଟାର୍ଡିଭ୍ ଡିସକାଇନେସିଆ, ମଧୁମେହ, ଓଜନ ବୃଦ୍ଧି, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ଠିଆ ହେବା ସମୟରେ ନିମ୍ନ ରକ୍ତଚାପ ଏବଂ ବାତ ହୋଇପାରେ। [] ଡିମେନ୍ସିଆ ଥିବା ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ମୃତ୍ୟୁ ଆଶଙ୍କା ଅଧିକ ଥାଏ। [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [] ଏହା ମୁଖ୍ୟତଃ ଡୋପାମାଇନ୍ ଏବଂ ସେରୋଟୋନିନ୍ ରିସେପ୍ଟର ଉପରେ କାର୍ଯ୍ୟ କରିଥାଏ | []

    ୨୦୧୫ରେ ଆମେରିକାରେ ଏବଂ ୨୦୧୭ରେ ୟୁରୋପରେ ଚିକିତ୍ସା ପାଇଁ କାରିପ୍ରାଜାଇନ୍ ବ୍ୟବହାର ଅନୁମୋଦିତ ହୋଇଥି ଲା। [][] ଯୁକ୍ତରାଜ୍ୟରେ ଏହାର ୪ ସପ୍ତାହ ଚିକିତ୍ସାର ଖର୍ଚ୍ଚ ୨୦୨୧ରେ ୮୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ପ୍ରାୟ ୧,୨୫୦ ଡଲାର । []

    1. "Reagila 1.5 mg hard capsules - Summary of Product Characteristics (SmPC)". (emc). 9 August 2018. Archived from the original on 21 October 2020. Retrieved 20 October 2020.
    2. "Vraylar- cariprazine capsule, gelatin coated Vraylar- cariprazine kit". DailyMed. 18 May 2019. Archived from the original on 24 October 2020. Retrieved 20 October 2020.
    3. "Reagila EPAR". European Medicines Agency (EMA). Archived from the original on 24 October 2020. Retrieved 20 October 2020.
    4. 1 2 3 4 5 6 "DailyMed - VRAYLAR- cariprazine capsule, gelatin coated". dailymed.nlm.nih.gov. Archived from the original on 11 January 2022. Retrieved 30 December 2021.
    5. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 416. ISBN 978-0857114105.
    6. "Cariprazine Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 30 December 2021.
    7. 1 2 "Reagila". Archived from the original on 24 October 2020. Retrieved 30 December 2021.
    8. "Cariprazine Prices, Coupons & Savings Tips - GoodRx". GoodRx. Retrieved 30 December 2021.