Jump to content

କାର୍ଫିଲଜୋମିବ

ଉଇକିପିଡ଼ିଆ‌ରୁ
(Carfilzomibରୁ ଲେଉଟି ଆସିଛି)
କାର୍ଫିଲଜୋମିବ
Clinical data
Trade namesKyprolis
SynonymsPX-171-007
AHFS/Drugs.commonograph
MedlinePlusa612031
data
Pregnancy
category
  • AU: C
  • US: N (Not classified yet)
    Routes of
    administration
    Intravenous
    Legal status
    Legal status
    Pharmacokinetic data
    Protein binding97%[]
    MetabolismExtensive; CYP plays a minor role
    Identifiers
    • (2S)-4-Methyl-N-[(2S)-1-[[(2S)-4-methyl-1-[(2R)-2-methyloxiran-2-yl]-1-oxopentan-2-yl]amino]-1-oxo-3-phenylpropan-2-yl]-2-[[(2S)-2-[(2-morpholin-4-ylacetyl)amino]-4-phenylbutanoyl]amino]pentanamide
    ECHA InfoCard100.219.957 Edit this at Wikidata
    Chemical and physical data
    FormulaC40H57N5O7
    Molar mass୭୧୯.୯୨ g·mol−1
    3D model (JSmol)
    • O=C(N[C@H](C(=O)N[C@H](C(=O)N[C@H](C(=O)N[C@H](C(=O)[C@@]1(OC1)C)CC(C)C)Cc2ccccc2)CC(C)C)CCc3ccccc3)CN4CCOCC4
    • InChI=1S/C40H57N5O7/c1-27(2)22-32(36(47)40(5)26-52-40)42-39(50)34(24-30-14-10-7-11-15-30)44-38(49)33(23-28(3)4)43-37(48)31(17-16-29-12-8-6-9-13-29)41-35(46)25-45-18-20-51-21-19-45/h6-15,27-28,31-34H,16-26H2,1-5H3,(H,41,46)(H,42,50)(H,43,48)(H,44,49)/t31-,32-,33-,34-,40+/m0/s1
    • Key:BLMPQMFVWMYDKT-NZTKNTHTSA-N

    କାର୍ଫିଲଜୋମିବ, ଏକ ବେପାର ନାମ କିପ୍ରୋଲିସ, ହେଉଛି ଏକ ଔଷଧ ଯାହା ମଲ୍ଟିପ୍ଲ ମାଇଲୋମା ( MM) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ଅନ୍ୟାନ୍ୟ ଚିକିତ୍ସାରେ ଉନ୍ନତି କରିନଥିବା ଅବସ୍ଥାରେ ଏହା ବ୍ୟବହୃତ ହୁଏ । [] ଏହା ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ଲୋହିତ ରକ୍ତ କଣିକା, ଥକ୍କା, ବାନ୍ତି, ତରଳ ଝାଡ଼ା, କମ୍ ପ୍ଲାଟେଲେଟ୍, ଜ୍ୱର, ଅଣନିଶ୍ୱାସ, କାଶ ଏବଂ ନିମ୍ନ ଶ୍ୱେତ ରକ୍ତ କଣିକା ହୋଇପାରେ । [] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦଘାତ, ଯକୃତ ସମସ୍ୟା, ଫୁସଫୁସ ସମସ୍ୟା, ବୃକ୍‌କ ସମସ୍ୟା, ରକ୍ତସ୍ରାବ, ସଂକ୍ରମଣ ଏବଂ ଉଚ୍ଚ ରକ୍ତଚାପ ଅନ୍ତର୍ଭୁକ୍ତ ହୋଇପାରେ । [] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ | [] ଏହା ଏକ ପ୍ରୋଟିଜୋମ ଅବରୋଧକାରୀ ଔଷଧ | []

    ୨୦୧୨ ମସିହାରେ ଆମେରିକାରେ ଏବଂ ୨୦୧୫ରେ ୟୁରୋପରେ ଡାକ୍ତରୀ ବ୍ୟବହାର ନିମନ୍ତେ କାର୍ଫିଲଜୋମିବ ଅନୁମୋଦିତ ହୋଇଥିଲା ।[][] ଯୁକ୍ତରାଜ୍ୟରେ ୨୦୨୧ ମସିହାରେ ଏହାର ମୂଲ୍ୟ ୧୦୫୦ ପାଉଣ୍ଡ ଥିଲା । [] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ପ୍ରାୟ ୨,୭୦୦ ଡଲାର । []

    1. 1 2 "Kyprolis- carfilzomib injection, powder, lyophilized, for solution". DailyMed. 26 August 2020. Archived from the original on 12 August 2020. Retrieved 13 November 2020.
    2. 1 2 3 "Carfilzomib Monograph for Professionals". Drugs.com (in ଇଂରାଜୀ). Archived from the original on 9 June 2021. Retrieved 30 December 2021.
    3. 1 2 3 BNF 81: March-September 2021. BMJ Group and the Pharmaceutical Press. 2021. p. 1008. ISBN 978-0857114105.
    4. 1 2 3 "Kyprolis". Archived from the original on 14 November 2021. Retrieved 30 December 2021.
    5. "DailyMed - KYPROLIS- carfilzomib injection, powder, lyophilized, for solution". dailymed.nlm.nih.gov. Archived from the original on 12 August 2020. Retrieved 30 December 2021.
    6. "Kyprolis Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 8 February 2018. Retrieved 30 December 2021.